ଝାରସୁଗୁଡ଼ା ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀଙ୍କୁ ଦେଲେ ନବୀନ, ବିରୋଧୀଙ୍କୁ କ’ଣ କଲେ କଟାକ୍ଷ ପଢ଼ନ୍ତୁ…

କନକ ବ୍ୟୁରୋ: ଝାରସୁଗୁଡ଼ାବାସୀଙ୍କୁ ଝାରସୁଗୁଡ଼ା ବିଜୟର ଶ୍ରେୟ ଦେଲେ ନବୀନ । ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋ ଝାରସୁଗୁଡ଼ାବାସୀ ଓ ବିଜେଡିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ମହିଳାଶକ୍ତିର ବିଜୟ, ଏ ବିଜୟ…

ଝାରସୁଗୁଡ଼ାବାସୀଙ୍କୁ ବଡ଼ ବିଜୟର ଶ୍ରେୟ ଦେଲେ ଦୀପାଳି । କହିଲେ, ସେବା ଜରିଆରେ ଦେବି ଭଲପାଇବାର ମୂଲ୍ୟ ।

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୀପାଳିଙ୍କ ବୃହତ ବିଜୟ ପରେ ଝାରସୁଗୁଡ଼ାବାସୀଙ୍କୁ ପ୍ରଥମେ ଧନ୍ୟବାଦ ଦେଇଛନ୍ତି ଦିବଙ୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ । ଟ୍ୱିଟ୍ କରି ଦୀପାଳି କହିଛନ୍ତି ଯେ, ଭୋଟରଙ୍କ ଭଲ ପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି । ମୋ ଉପରେ ବିଶ୍ୱାସ ଓ ଭଲ ପାଇବାର ଆଶୀର୍ବାଦ…

ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିବ ମନ୍ତ୍ରୀପଦ? ପଢ଼ନ୍ତୁ କାହା କାହା ନାଁ ଚର୍ଚ୍ଚାରେ…

କନକ ବ୍ୟୁରୋ: ବାଚସ୍ପତି ବିକ୍ରମ ଆରୁଖ ଏବଂ ୨ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦେବା ପରେ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଏହି ଚର୍ଚ୍ଚାର ଫୋକସରେ ରହିଛି ଗଞ୍ଜାମ ଜିଲ୍ଲା । ଆକଳନ ଅନୁସାରେ-ଗଞ୍ଜାମ ଜିଲ୍ଲାରୁ ଏକାଧିକ…

ନବୀନ ସରକାରରୁ କାହିଁକି ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ? ପଢ଼ନ୍ତୁ କ’ଣ ହୋଇପାରେ ଏହାପଛର କାରଣ?

କନକ ବ୍ୟୁରୋ: ବିଜେଡି ସରକାରରେ ବଡ଼ ହଲଚଲ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେ ଇସ୍ତଫା ଦେଲେ ରାଜ୍ୟର ଦୁଇ ପାୱରଫୁଲ୍ ମନ୍ତ୍ରୀ । ହଠାତ୍ କାହିଁକି ଇସ୍ତଫା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ? ଏନେଇ ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା ।…

ବିଦେଶରେ ଓଡ଼ିଆଙ୍କୁ ବାଃ ବାଃ… ପୁରସ୍କୃତ ହେଲେ ୨ ଓଡିଆ ।

କନକ ବ୍ୟୁରୋ: ବିଦେଶରେ ପୁରସ୍କୃତ ହେଲେ ୨ ଓଡିଆ । ଆଫ୍ରିକା ମହାଦେଶର ମରିସସ୍ ଦେଶର ପୋର୍ଟଲୁଇସ୍ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ପୁରସ୍କାର ସମାରୋହରେ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ‘ଅଦ୍ୱିତୀୟ’ ପାଇଁ ୨ ଓଡିଆ କ୍ରୀଷ୍ଣା ଡି.କେ ଓ ସୀମାଂଚଳ ମହାରାଣାଙ୍କୁ ୨ ଟି ବର୍ଗରେ…

ସିଜେଆଇଙ୍କ ମୁହଁରେ ଓଡ଼ିଶାର ପ୍ରଶଂସା । କହିଲେ, ମୁଁ ଓଡ଼ିଶାର ଜ୍ୱାଇଁ ହୋଇ ଗର୍ବିତ ।

କନକ ବ୍ୟୁରୋ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ମୁହଁରେ ଓଡ଼ିଶା ପ୍ରଶଂସା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ନା କେବଳ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ବରଂ ନିଜକୁ ଓଡ଼ିଶାର ଜ୍ୱାଇଁ ବୋଲି କହି ଗର୍ବିତ ମନେ କରିଛନ୍ତି । ଶନିବାର କଟକର…