ସାଇକେଲରେ ବର ଓ ସାଇକେଲରେ ବରଯାତ୍ରୀ । ବାଟରେ ସଚେତନ କରାଇଲେ ଆଉ ଗଛ ବି ବାଣ୍ଟିଲେ ।

କନକ ବ୍ୟୁରୋ: ହାତରେ ଗଛ ଲଗାଇବାର ପ୍ଲାଗକାର୍ଡ । ସାଇକେଲରେ ମାର୍କୁଣ୍ଡିଙ୍କ ସହ ପରିବେଶ ସୁରକ୍ଷା ପାଇଁ ପୋଷ୍ଟର । ପ୍ରକୃତିର ଜୀବନ ରକ୍ଷା ପାଇଁ ନିଜ ବାହାଘରକୁ ଏତେ ସାଧାସିଧା ସରଳ ଭାବେ କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ରାଜେଶ କୁମାର ବାରିକ । ବର ବେଶରେ ନିଜେ ସାଇକେଲରେ ଯିବା ସହ…

ରାଜନୀତି ଟ୍ରାକକୁ ଓହ୍ଲାଇଲା ‘ଡବଲ୍ ଇଞ୍ଜିନ୍’! ଶଙ୍ଖ ଭବନରୁ ସମାଲୋଚନା କରିଥିଲେ ନବୀନ, ଶଙ୍ଖକ୍ଷେତ୍ରରୁ ଜବାବ୍ ଦେଲେ…

କନକ ବ୍ୟୁରୋ: ୨୪ ପୂର୍ବରୁ ରାଜ୍ୟ ରାଜନୀତି ଟ୍ରାକକୁ ଓହ୍ଲାଇଛି ‘ଡବଲ୍ ଇଞ୍ଜିନ୍’ । ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ‘ଡବଲ ଇଞ୍ଜିନ୍’କୁ ନେଇ ବୟାନବାଜି ଏବେ ପଲିଟିକ୍ସର ପାରାକୁ ଆହୁରି ଉଷ୍ମ କରିଛି । ଝାରସୁଗୁଡ଼ା ବିଜୟ ପରେ ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋ ଡବଲ୍ ଇଞ୍ଜିନକୁ ସମାଲୋଚନା…

ପାସ୍ ହାରରେ କଟକ-ଜଗତସିଂହପୁର ଆଗରେ, ମାଲକାନଗିରି ପଛରେ ।

କନକ ବ୍ୟୁରୋ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏଥର ପାସ୍ ହାରରେ କଟକ-ଜଗତସିଂହପୁରରେ ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି । ଚଳିତ ବର୍ଷର ପାସହାର ୯୬.୪୦ % ରହିଛି । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା…

ବାହାରିଲା ମାଟ୍ରିକ୍ ରେଜଲ୍ଟ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ । ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର । ଏପଟେ ଛାତ୍ରଙ୍କ ପାସ୍ ଅଛି ୯୫.୭୫ ପ୍ରତିଶତ । ତେବେ ମୋଟ୍ ୫ଲକ୍ଷ ୧୬ ହଜାର…

ଶବ୍ଦକୋଷର ସବୁ ଶବ୍ଦ ତା’ ସ୍ନେହ ଆଗରେ ଫିକା, ଜନ୍ମଦେବାଠୁ ଜିଇଁବା ଶିଖାଇବା, ମମତାର ମନ୍ଦିର ମାଆଙ୍କୁ ପ୍ରଣାମ ।

କନକ ବ୍ୟୁରୋ: ତତଲା ପିଚୁ, ଦେହ-ହାତ ଜାଳି ଦେଉଥିବା ଖରା । ଆକାଶକୁ ଛୁଉଁଥିବା ଉଚ୍ଚା ଉଚ୍ଚା ମହଲା... ଭୋକକୁ ମାରି ଭାଗ୍ୟ ବଦଳାଉଥିବା ସହର ଛାତିରେ ଯେବେ ଏ ମା’ ଜଣକ ପାଦ ଚାପି ଚାପି ଆଗକୁ ବଢ଼େ, ଦାନା ଗଣ୍ଡାଏ ପାଇଁ ଅଳିଆ ମୁଣ୍ଡାଇ ମୁଣ୍ଡାଇ ଚାଲେ । ସେତେବେଳେ ଅଟକିଯାଏ ଆଖି, ଆଉ ଥମିଯାଏ…

ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋଙ୍କ ସମାଲୋଚନା । ୨୪ ପୂର୍ବରୁ ଡବଲ୍ ଇଞ୍ଜିନକୁ ନବୀନ କଲେ ନିଶାନା!

କନକ ବ୍ୟୁରୋ: ୨୪ ପୂର୍ବରୁ ନବୀନ କଲେ ଡବଲ ଇଞ୍ଜିନକୁ ନିଶାନା । ଶଙ୍ଖ ଭବନରୁ ବିରୋଧୀଙ୍କ ନୀତିକୁ ନେଇ କଲେ ସମାଲୋଚନା । ବିରୋଧୀଙ୍କୁ କଟାକ୍ଷ କରି ନବୀନ କହିଛନ୍ତି, ସିଙ୍ଗଲ ଇଞ୍ଜନ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଲୋକଙ୍କ ଦୃଷ୍ଟିକୋଣରୁ ଶାସନ ହେଉଛି ଗୁରୁତ୍ୱପୂର୍ଣ୍ଣ…