ଅର୍ନ୍ତଜାତୀୟ ଗଣମାଧ୍ୟରେ ଭାରତକୁ ନେଇ ଚର୍ଚ୍ଚା । ଜାପାନ ମିଡିଆ ନିକୋଇ ଇଶାଇ କଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ : ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତକୁ ଭୁରି ଭୁରି ପ୍ରଂଶସା । ଜାପାନ ମିଡିଆ ପିଏମ ମୋଦୀଙ୍କୁ ପ୍ରଂଶସା କରି ୨୦୨୩ ଭାରତ ପାଇଁ ଶୁଭହେବ ବୋଲି କହିଛି । ଏଥିସହ ଭାରତ ବିଶ୍ୱରେ ତୃତୀୟ ଶକ୍ତି ଭାବେ ଉଭା ହେବ ବୋଲି କହିଛି । ଏହି ରିପୋର୍ଟରେ ଚୀନ ଆମେରିକା…

ଡାକ୍ତରଖାନାରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦିଲ୍ଲୀ ଗଙ୍ଗାରାମ ହସପିଟାଲରେ ଚାଲିଛି…

କନକ ବ୍ୟୁରୋ : ହସ୍ପିଟାଲରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୁଧବାର ଦିଲ୍ଲୀର ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆଙ୍କୁ ଭର୍ତି କରାଯାଇଛି । ଶ୍ୱାସ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ରହିଛି । ସୋନିଆଙ୍କ ସହ ଝିଅ ପ୍ରିୟଙ୍କା…

ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ…

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ ଟଙ୍କା । ଯାହା ଦିନକରେ ସର୍ବାଧିକ ଆୟ ଭାବେ ରେକର୍ଡ କରିଛି । ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ତିରୁପତିରୁ ଏତେ ମୋଟା ଅଙ୍କର ଟଙ୍କା ଆୟ ହୋଇଛି ।…

ପ୍ରେମରେ ବିଫଳ ହେବା ପରେ ପିଶାଚ ସାଜିଲା ପ୍ରେମିକ, ପ୍ରେମିକାକୁ ଛୁରୀରେ ୬ଥର ଭୁସି ହତ୍ୟା

କନକ ବ୍ୟୁରୋ : ପ୍ରେମରେ ବିଫଳ ପରେ ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ । ଥରେ କି ଦୁଇ ଥର ନୁହେଁ ଏକାବେଳକେ ୬ ଥର ଛୁରୀରେ ଆକ୍ରମଣ କଲା ପିଶାଚ ପ୍ରେମିକ । ରାଜଧାନୀ ଦିଲ୍ଲୀର ଆଦର୍ଶନଗରରେ ଘଟିଛି ଏଭଳି ଘଟଣା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗୁରୁତର…

ସବୁଠୁ ବଡ ସ୍କାଣ୍ଡାଲର ଖୁଲ୍ଲାସା, ପୂର୍ବତନ ସେନାଧିକାରୀ କଲେ ବଡ଼ ଦାବି

କନକ ବ୍ୟୁରୋ : ହନିଟ୍ରାପରେ ପାକ୍ ରାଜନେତା । ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କ ସହାୟତାରେ ନେତାଙ୍କୁ କରାଯାଉଥିଲା ଟାର୍ଗେଟ । ବଡ଼ କଥା ହେଉଛି, ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି । ପାକ୍ ସେନାର ପୂର୍ବତନ ମେଜର ଆଦିଲ…

ଚୀନରେ ଅଣଆୟତ ହେଉଛି କରୋନା । ୭୦ % ଲୋକେ ହେଲେଣି ଆକ୍ରାନ୍ତ, ୭ ଦିନରେ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଏତେ ଅଣାୟତ ହୋଇପଡିଛି ଯେ, ଏବେ ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏଠାରେ ସଂକ୍ରମଣ ମାମଲା ଏତେ ମାତ୍ରାରେ ବଢିଚାଲିଛି ଯେ, ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁନାହୁଁ, କି ଶଶ୍ମାନରେ ଅନ୍ତିମ ସଂସ୍କାର ପାଇଁ ଜାଗା ଟିକେ ବି ମିଳୁନି ।…