ରାଜନୀତିରେ ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍, ସଂଜୟ ସିଂଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଯୋଗଦେଲେ

କନକ ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆମ୍ ଆଦାମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଉପସ୍ଥିତିରେ ସେ ଦଳର ଯୋଗ ଦେଇଥିବା ଦେଖିବାକୁ ମିଳିଛି । ସମ୍ଭାବନା ସେଠ୍ ୪୦୦ରୁ ଅଧିକ ଭୋଜପୁରୀ ସିନେମାରେ ଅଭିନୟ କରିଛନ୍ତି…

ନିର୍ବାଚନ ତାରିଖ ଘୋଷଣା ପରେ ତ୍ରିପୁରା ରାଜନୀତି ସରଗରମ, ବିଜେପିକୁ ଟକ୍କର ଦେବାକୁ ବିରୋଧୀଙ୍କ ମେଣ୍ଟ

କନକ ବ୍ୟୁରୋ : ଦେଶର ୩ଟି ଉତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି । ଏହି କ୍ରମରେ ତ୍ରିପୁରାରେ ଫେବୃଆରୀ ୧୬ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୨ ତାରିଖରେ ଫଳାଫଳ…

ବିମାନ ଭିତରେ ମହିଳାଙ୍କ ଉପରେ ପରିଶ୍ରା କରିବା ମାମଲା : ଏୟାର ଇଣ୍ଡିଆ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲା ଡିଜିସିଏ

କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିଶ୍ରା କରିବା ମାମଲାରେ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏୟାର ଇଣ୍ଡିଆ ପକ୍ଷରୁ ନିୟମ ଉଲଙ୍ଘନ କରାଯାଇଥିବା ନେଇ ଡିଜିସିଏ ତରଫରୁ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କାର…

ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପାଖରେ ପହଂଚିଲେ ପ୍ରଦର୍ଶନକାରୀ କୁସ୍ତିଯୁଦ୍ଧା, ବ୍ରିଜଭୂଷଣଙ୍କ ନାମରେ ଦେଲେ ଲିଖିତ…

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ପ୍ରଦର୍ଶନକାରୀମାନେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପାଖରେ ପହଂଚି ବ୍ରିଜଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ପିଟି ଉଷାଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ବ୍ରିଜଭୂଷଣଙ୍କ…

ରେସଲର ବିବାଦକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଟ୍ୱିଟ୍, ପଚାରିଲେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ରେସଲର ବିବାଦକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେ ତାଙ୍କ ଟ୍ୱିଟରେ ହରିଆଣାର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୁସ୍ତସଂଘର ଅଧ୍ୟକ୍ଷଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି କି କୁସ୍ତିସଂଘ…

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ସରକାରଙ୍କ ସୁଶାସନର ପରିଚୟ

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ୧୦ଲକ୍ଷ ବେରୋଜଗାରଙ୍କୁ ସରକାରୀ ନିଯୁକ୍ତି ଦେବାନେଇ ଏକ ମିଶନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଦ୍ୱିତୀଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।…