ଟ୍ରେନରେ ସାମଗ୍ରୀ ଚୋରି ହେଲେ ହୁଅନ୍ତୁ ନାହିଁ ବ୍ୟସ୍ତ । ଏହି ଉପାୟରେ କରନ୍ତୁ ଆବେଦନ, ରେଳ ବିଭାଗ ଦେବ କ୍ଷତିପୂରଣ

କନକ ବ୍ୟୁରୋ : ରେଲୱେକୁ ଆମ ଦେଶର ଜୀବନରେଖା କୁହାଯାଏ । ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । କୌଣସି ଦୂର ଜାଗାକୁ ଯାତ୍ରା କଲା ବେଳେ ଆମେ ସବୁ ବେଳେ ଟ୍ରେନକୁ ହିଁ ବାଛିଥାଉ । କାରଣ ଶୀଘ୍ର ଓ ସୁବିଧାରେ ଟ୍ରେନ ଆମକୁ ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେଇଥାଏ । ଏହାସହ…

ରେଳବାଇର ନୂଆ ମାର୍ଗଦର୍ଶିକା । “ବିଳମ୍ବ ଅପେକ୍ଷା ସୁରକ୍ଷାକୁ ଦିଅ ଗୁରୁତ୍ୱ ”

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ପରେ, ରେଳ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ବିଭାଗ । ଏଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରେଳବୋର୍ଡର ଭିତିଭୂମି ସଦସ୍ୟ ରୂପ ନାରାୟଣ ସୁନକାର ରେଳ ଧାରଣାର ସୁରକ୍ଷା ନେଇ ବିଭିନ୍ନ ଜୋନର ଜେନେରାଲ ମ୍ୟାନେଜରଙ୍କୁ…

ସଂପର୍କୀୟଙ୍କୁ ମିଳୁନାହିଁ ମୃତଦେହ । ଏବେ ଡିଏନଏ ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ନିଜ ପୁଅର ମୃତଦେହ ପାଇବା ପାଇଁ ପୋଲିସ ଅଧିକାରୀଙ୍କ ଆଗରେ ହାତ ପତାଉଛି ମାଆ । କହୁଛି ପୁଅକୁ ସେ ଚିହ୍ନ ସାରିଛି, ଟଙ୍କା ପଇସା କିଛି ଦରକାର ନାହିଁ । ପୁଅର ମୃତଦେହ ତାକୁ ଦେଇ ଦିଆଯାଉ । ଆତ୍ମୀୟ ସ୍ୱଜନଙ୍କ ମୃତଦେହ ପାଇଁ ଅପେକ୍ଷା କରିବା କେତେ ଯେ କଷ୍ଟ, ଏମ୍ସରେ ଜଗି…

ନୂଆ ନମ୍ବର ପ୍ଲେଟ୍ ନଥାଇ ଗଡୁଛି ୫ ଲକ୍ଷ ଗାଡ଼ି । ନିୟମର ଉଲଂଘନ କରି ଗାଡ଼ି ଚଳାଉଛନ୍ତି ଚାଳକ

କନକ ବ୍ୟୁରୋ : ଏଣିକି ହାଇସିକ୍ୟୁରିଟି ନମ୍ବର ନଥିଲେ ଗଣିବାକୁ ପଡ଼ିବ ଜୋରିମାନା । ଆସନ୍ତା ୨୩ ତାରିଖରୁ ନୂଆ ନମ୍ବର ପ୍ଲେଟ୍ ଯାଂଚ ଜୋରଦାର ହେବ । ଯାଂଚ ବେଳେ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ଏଭଳି ସ୍ଥିତିରେ ଆପଣ କରିବେ କ’ଣ? ଯଦି ଆପଣ ବିନା ନୂଆ…

ଅଭିନେତ୍ରୀ-ପ୍ରଯୋଜକ ମୁହାଁମୁହିଁ । ସଂଜୟ ନାୟକଙ୍କୁ ଘେରିଲେ ଜାସ୍ମିନ ଓ ପ୍ରକୃତି, ଜବାବ ରଖିଲେ ପ୍ରଯୋଜକ ସଂଜୟ ନାୟକ

କନକ ବ୍ୟୁରୋ : ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ଏହି ତିନୋଟି ଚେହେରାଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା । ଜଣେ ଆଉ ଜଣଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାକୁ ଦେଖିଲେ ପ୍ରଶ୍ନ ଆସୁଛି ଓଲିଉଡରେ ଚାଲିଛି କ’ଣ? ଉପରକୁ ଯେଉଁ ଚାକଚକ୍ୟ ବା ଷ୍ଟାରଡମ୍ ଦେଖାଯାଉଛି, ଭିତରେ…

ଭାଙ୍ଗିଲା ଶବ ରଖାଯାଇଥିବା ସ୍କୁଲ ଘର ! ବାହାନଗା ସ୍କୁଲର ହେବ ପୁନଃନିର୍ମାଣ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ସମୟରେ ଯେଉଁ ଘରେ ଶହ ଶହ ଶବ ରଖାଯାଇଥିଲା, ସେହି ଘର ଭାଙ୍ଗିବାକୁ ଶେଷରେ ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ପରେ ଡାଇନିଂ ହଲ୍ ତଥା ପ୍ରାର୍ଥନା ଘର ଭାବେ ବ୍ୟବହାର ହେଉଥିବା ପ୍ରାଥମିକ ସ୍କୁଲ ଘରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍କୁଲ…