ନିର୍ବାସିତ ହେବେନି କାନାଡ଼ାରେ ରହୁଥିବା ୭ଶହ ଛାତ୍ରଛାତ୍ରୀ । ଭାରତ ହସ୍ତକ୍ଷେପ ପରେ ନିଷ୍ପତି ଉପରେ ରୋକ ଲଗାଇଲେ…

କନକ ବ୍ୟୁରୋ : କାନାଡ଼ାରେ ରହୁଥିବା ୭ଶହ ଭାରତୀୟ ଛାତ୍ରଛାତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି । ଜାଲ ସାର୍ଟିଫିକେଟ ବ୍ୟବହାର କରି ସେଠାରେ ପାଠପଡୁଥିବା ଅଭିଯୋଗ ଆସିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତି ନେଇଥିଲେ କାନାଡ଼ା ସରକାର । ଭାରତୀୟ ଛାତ୍ରଛାତ୍ରୀମାନେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଓପନ ଏଆଇ ସିଇଓ ସାମ୍ ଅଲଟମ୍ୟାନ, ଏଆଇର ଉଭୟ ସକରାତ୍ମକ ଓ ନକରାତ୍ମକ…

କନକ ବ୍ୟୁରୋ : ଭାରତର ପ୍ରଯୁକ୍ତିରେ ଉନ୍ନତି ଆଣିବା ଦିଗରେ ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବହୁ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ବିଶ୍ୱର ଚର୍ଚ୍ଚିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟୁଲ ଚାଟ୍ ଜିପିଟିର ଜନକ ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ…

ଆଶ୍ଚର୍ଯ୍ୟ କଲା ଆମାଜନ ଜଙ୍ଗଲ । ୪୦ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ୪ଜଣ ଶିଶୁ

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାର କିଏ । ଏହି ଉକ୍ତିର ସତ୍ୟତା ପୂଣି ଦେଖିବାକୁ ମିଳିଛି । କଲମ୍ବିଆରରୁ ୪୦ଦିନ ପରେ ଉଦ୍ଧାର ହୋଇଛନ୍ତି ୪ଜଣ ଶିଶୁ । ଘଂଚ ତଥା ବିଶାଳ ଆମାଜନ ଜଙ୍ଗଲରୁ ସବୁ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଦ୍ଧାର…

ଯୁଦ୍ଧ ଭିତରେ ୟୁକ୍ରେନର ଭୟଙ୍କର ବନ୍ୟା । କଖୋବକା ଡ୍ୟାମକୁ ରୁଷ ଧ୍ୱଂସ କରିବା ପରେ ୟୁକ୍ରେନରେ ଜଳପ୍ରଳୟ

କନକ ବ୍ୟୁରୋ : ୟୁକ୍ରେନର କାଖୋଭାକ ଡ୍ୟାମ ବିସ୍ପୋରଣ ପରେ ୟୁକ୍ରେନରେ ବନ୍ୟା ପରସ୍ଥିତି ଦେଖାଦେଇଛି । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଆଉ ଏହାରି ମଧ୍ୟରେ ଚାଲିଛି ଜୋରଦାର ଉଦ୍ଧାର । ଘରବାଡ଼ି ରାସ୍ତାଘାଟ ସବୁଆଡ଼େ ପାଣି ପଶିଯାଇଥିବାବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ତେବେ…

ଡୋନାଲ୍ଡ ଟ୍ରମ୍ପଙ୍କ ଷଡଯନ୍ତ୍ର, ବାଥରୁମରୁ ମିଳିଲା ପ୍ରମାଣ । ଆମେରିକା ଇତିହାସରେ ପ୍ରଥମ, ପୂର୍ବତନ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ : ନଜର ପକାନ୍ତୁ ଏହି ଫଟୋ ଗୁଡିକ ଉପରେ । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ଇଏ ସେହି ସବୁ କାଗଜପତ୍ର ଅଟେ । ଯାହା ଟ୍ରମ୍ପ ଘରୁ ଜବତ ହୋଇଛି । ବେଡରୁମ,…

ମଣିପୁର ହିଂସାକୁ ନେଇ ଆକ୍ସନରେ ଗୃହମନ୍ତ୍ରୀ ଅମିତ ଶାହା । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳଙ୍କୁ ନେଇ ଗଠନ କଲେ ଶାନ୍ତି…

କନକ ବ୍ୟୁରୋ : ଦିନ ଯେତିକି ବଢୁଛି ମମଣିପୁରରେ ସେତିକ ହିଂସା ବଢୁଛି । ସ୍ଥିତି ଏବେ ଅଧିକ ସଂଗୀନ ହେବାରେ ଲାଗିଛି । ଦୁଇ ସାମ୍ପ୍ରଦାୟୀକ ସଂଘର୍ଷ ଭିତରେ ଉଗ୍ରବାଦୀଙ୍କ ତାଣ୍ଡବ ସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି । ଏହି ସବୁ ଭିତରେ ଛାତି ଫଟାଇ କାନ୍ଦୁଛି ମଣିପୁର । ବଳି ପଡୁଛି ନୀରିହ…