ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସମାପ୍ତ, ରାହୁଲ ନବୀନ ହେଲେ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ

କନକ ବ୍ୟୁରୋ : ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଆଜି ସମାପ୍ତ ହୋଇଛି । ଏବେ ଇଡିର ବିଶେଷ ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଅଧିକାରୀକ ଆଦେଶରେ ଶୁକ୍ରବାର ଦିନ କୁହାଯାଇଛି…

ଭାରତୀୟ ଟମ୍ ପାଇଁ ସଂକଟମୋଚକ ସାଜିଲେ ଶୁଭମନ ଗିଲ, ୧୩୩ ବଲ ଖେଳି କଲେ ୧୨୧ ରନ୍

କନକ ବ୍ୟୁରୋ : ଏସିଆ କପର ସୁପର ୪ମୁକାବିଲାରେ ଭାରତ ଆଜି ବାଂଲାଦେଶ ସହ ଖେଳୁଛି । ଏହି ମୁକାବିଲାରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୬୬ ରନର ଟାର୍ଗେଟ ଦେଇଛି । ଭାରତ ତରଫରୁ ଶୁଭମନ୍ ଗିଲ…

ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ଅଭିଭାଷଣ । ଧାର୍ମିକ ପୁସ୍ତକକୁ ବିଷ ସହିତ ତୁଳନା

କନକ ବ୍ୟୁରୋ : ବିହାରର ଶିକ୍ଷାମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଆଜାଦ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସେ ହିନ୍ଦୁ ଧର୍ମର ଧାର୍ମିକ ପୁସ୍ତକ ରାମଚରିତମାନଙ୍କୁ ପୋଟାସିୟମ୍ ସିଆନାଇଡ୍ ସହିତ ତୁଳନା କରିଛନ୍ତି । ପୋଟାସିୟମ ସିଆନିଆଇଡ ହେଉଛି ଏପରି ଏକ ବିଷ ଯାହାକୁ ଜିଭରେ ଲଗାଇବା ମାତ୍ରେ…

 କଣ୍ଠଶିଳ୍ପୀ ଉବର୍ଷି ରଡାଦିଆଙ୍କ ଉପରେ ଟଙ୍କା ବର୍ଷା ।  ଗୁଜରାଟରେ ଲୋକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଖୁସି…

କନକ ବ୍ୟୁରୋ : କଣ୍ଠଶୀଳ୍ପୀ ଉପରେ ଟଙ୍କା ବର୍ଷା । ଖଣ୍ଡେ କି ପାଂଚ ଖଣ୍ଡ ନୁହେଁ । ହଜାର ହଜାର ଖଣ୍ଡ ନୋଟ୍ ବର୍ଷା ହୋଇଛି । ଆଉ ଏହା ୧୦ ଅବା ୨୦ ଟଙ୍କିଆ ନୋଟ୍ ନୁହେଁ, ପୁରା ୫୦୦ ଟଙ୍କିଆ ନୋଟ୍ । କଣ୍ଠଶୀଳ୍ପି ହେଉଛନ୍ତି ଗୁଜରାଟର ପରିଚିତ ଲୋକ ସଙ୍ଗିତକାର ଉର୍ବଷି ରାଡାଦିଆ । ଏକ…

ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ତାଲିକାରେ ଏକମାତ୍ର କମ୍ପାନୀ ଇନଫୋସିସ

କନକ ବ୍ୟୁରୋ : ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ଯେଉଁଥିରେ ଭାରତର ମାତ୍ର ଗୋଟିଏ କମ୍ପାନୀ ରହିଛି । ଆମେରିକାର ଟାଇମ ମାଗାଜିନ ଏବଂ ଅନଲାଇନ ଡାଟା ପ୍ଲାଟଫର୍ମ ଷ୍ଟାଟିଷ୍ଟା ପକ୍ଷରୁ ୨୦୨୩ରେ ସବୁଠୁ ଶ୍ରେଷ୍ଠ ୭୫୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ଯେଉଁଥିରେ ଆଇଟି…

କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ

କନକ ବ୍ୟୁରୋ : କେରଳରେ ଜାରି ରହିଛି ନିପା ଭାଇରସ ଆତଙ୍କ । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିଛି । କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ରେ ଜଣେ…