ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ

କନକ ବ୍ୟୁରୋ : ଇଲେକ୍ଟ୍ରିକ କଟରରେ କାନ୍ଥ ଓ କବାଟ କାଟିଲେ ଆଉ ଗହଣା ଦୋକାନରୁ କୋଟିଏ କି ଦୁଇ କୋଟି ନୁହେଁ ପୂରା ୨୫କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଚୋର । ଘଟଣା ଦିଲ୍ଲୀ ଜଙ୍ଗପୁରାର । ଏଠାରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇ ଫେରାର ହୋଇଛନ୍ତି ଚୋର । କୋଠାର ଛାତ କବାଟ ଭାଙ୍ଗି…

କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକରେ ହଙ୍ଗାମା । ବେଙ୍ଗାଲୁରୁରେ ଚାଷୀଙ୍କ ଜୋରଦାର ପ୍ରଦର୍ଶନ

କନକ ବ୍ୟୁରୋ : କାବେରୀ ନଦୀ ଜଳ ବଂଟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପକୁ ବିରୋଧ କରି ମଙ୍ଗଳବାର ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ । ରାଜଧାନୀ ବେଙ୍ଗାଲୁରୁ ବନ୍ଦ ଡାକରା ଦେବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ଓ ବିଭିନ୍ନ ବିରୋଧୀ ଦଳ । ରାଜଧାନୀ…

କାନାଡାରେ ତେଜୁଛି ଖଲିସ୍ତାନୀ ନିଆଁ । ଭାରତୀୟ ଦୂତାବାସ ବାହାରେ ବିରୋଧ, ବଢୁଛି ଭାରତ-କାନାଡା ସମ୍ପର୍କରେ ତିକ୍ତତା

କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ଥମିବାର ନାଁ ନେଉନାହିଁ । ଖଲିସ୍ତାନୀ ସଂଘ ଶିଖ ଫର ଜଷ୍ଟିସ୍ (ଏସ୍ଏଫଜେ) ପକ୍ଷରୁ କାନାଡାର ଓଟୱା ଓ ଟୋରଂଟୋ ସ୍ଥିତ ଭାରତୀୟ ଦୂତାବାସ ବାହାରେ ବିରୋଧ…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନସିଂରେ ସାମିଲ ହୋଇ ନିଯୁକ୍ତି ପତ୍ର…

ଜାତି ଭିତିକ ଜନଗଣନା ନେଇ ରାହୁଲଙ୍କ ବୟାନକୁ ଉପରେ ରାଜନୀତି । ବିଜେପି କହିଲା, କଂଗ୍ରେସର ନାହିଁ ଅସ୍ତିତ୍ୱ, କ୍ଷମତାକୁ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଜାତି ଭିତିକ ଜନଗଣନା ପାଇଁ ରାହୁଲଙ୍କ ବୟାନ ଉପରେ ବିଜେପି କରିଛି କଟାକ୍ଷ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ର କହିଛନ୍ତି…

ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

କନକ ବ୍ୟୁରୋ : ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨…