ଅଯୋଧ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଦିନ ଘୋଷଣା ପରେ ତେଜିଲା ରାଜନୀତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ୫ଶହ ବର୍ଷ ସଂଘର୍ଷର ପରିଣତି । କିଛି ଏଭଳି ଲେଖି ନିର୍ମାଣଧିନ ରାମ ମନ୍ଦିରର ନୂଆ ଭିଜୁଆଲ ଜାରି କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଅତି ନିଖୁଣ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏଥିରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର…

ଯୁଦ୍ଧର ୨୦ଦିନରେ ଗାଜାର ସ୍ଥଳପଥରେ ପଶିଲା ଇସ୍ରାଏଲ ସେନା । ହମାସ କମାଣ୍ଡର, ଆତଙ୍କୀଙ୍କ ଠିକଣା ସହ ଟ୍ୟାଙ୍କ ଧ୍ୱଂସ

କନକ ବ୍ୟୁରୋ : ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ । ମଙ୍ଗଳବାର ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଉତର ଗାଜାର ସୀମାରେ ପ୍ରବେଶ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଗୁରୁବାର ସ୍ଥଳପଥରୁ ଆକ୍ରମଣ ଆରମ୍ଭ ହୋଇଛି । ଗାଜା ଭିତରେ ପ୍ରବେଶ କରିବା ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଯୁଦ୍ଧର କାରଣ: ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର

କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ୨୦ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ହୁଏତ ଆଗାମୀ ଦିନରେ ଭାରତ ଓ ଆମେରିକା ସମ୍ପର୍କ ବିବାଦଘେରକୁ ଆସିପାରେ । ବାଇଡେନ କହିଛନ୍ତି ଜି-୨୦ ସମ୍ମିଳନୀରେ.... ‘ଭାରତ ମଧ୍ୟପ୍ରାଚ୍ୟ ୟୁରୋପ…

କ୍ୟାସ ଫର କ୍ୱେରି ମାମଲାରେ ବଢ଼ିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ଅକ୍ଟୋବର ୩୧ରେ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଗୁରୁବାର ବସିଛି ଏଥିକ୍ସ କମିଟି ବୈଠକ । ବୈଠକରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଅଭିଯୋଗକାରୀ ତଥା ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋହୀଙ୍କୁ ପ୍ରଶ୍ନ ପଚାରିଛି ଏଥିକ୍ସ କମିଟି । ମାମଲାକୁ ନେଇ ସେମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଏଥିସହ ମାମଲାରେ…

ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ରାଜ୍ୟର ନେତା, ମନ୍ତ୍ରୀଙ୍କ ଠିକଣାରେ ଇଡିର ଚଢ଼ାଉ, ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ହଲଚଲ ହୋଇଛି ରାଜ୍ୟରାଜନୀତି । ଗୁରୁବାର ଗେହଲଟ ସରକାରଙ୍କ ଅନେକ ନେତା, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଠିକଣାୋ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ…

ଉଡ଼ିଲା ଷ୍ଟମ୍ପ୍, ବୁଲିଲା ଖଣ୍ଡା । ହସ୍ପିଟାଲ ବେଡରେ ହୋଟେଲ ମାଲିକ

କନକ ବ୍ୟୁରୋ : ହଠାତ ହୋଟେଲ ଭିତରକୁ ଧସେଇ ପସୁଛନ୍ତି କିଛି ଦୁବୃର୍ତ । ହାତରେ ଅଛି କ୍ରିକେଟ ଷ୍ଟମ୍ପ, ଖଣ୍ଡା ଆଉ ଅଂଟାରୁ କାଢ଼ୁଛନ୍ତି ମାରଣାସ୍ତ୍ର । କେହି କିଛି ବୁଝିବା ଆଗରୁ ୧୦ରୁ ଅଧିକ ଦୁର୍ବୃତ ହୋଟେଲର ପାର୍କିଂରେ ପଶି ଖଣ୍ଡା ବୁଲାଇବା ଆରମ୍ଭ କରିଦେଲେ । ଆଉ କିଛି ଦୁର୍ବୃତ ଗେଟ୍…