ପଞ୍ଜାବ ସରକାରଙ୍କ ଐତିହାସିକ ପଦକ୍ଷେପ । ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

କନକ ବ୍ୟୁରୋ : ପଞ୍ଜାବର କଂଗ୍ରେସ ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିସ୍ପତ୍ତି କରିଛନ୍ତି । ଏବେ ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରତେର ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଏନେଇ ଟ୍ୱିଟ୍…

କାଲିଠାରୁ ଖୋଲିବ ସିନେମା ହଲ୍ । ଏହି ସବୁ ଲୋକଙ୍କୁ ମିଳିବ ମାଗଣା ଟିକେଟ, ବଦଳିଯିବ ନିୟମ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମଇ ମାସ ଠାରୁ ଦେଶସାରା ସିନେମା ହଲ୍‌କୁ ବନ୍ଦ ରଖାଯାଇଥିଲା । ହେଲେ ଆସନ୍ତାକାଲି ଅର୍ଥାତ ୧୫ ତାରିଖ ଗୁରୁବାର ଦିନ ସିନେମା ହଲ୍ ଖୋଲିବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏଥିପାଇଁ ସିନେମା ହଲ୍ ମାଲିକ ଓ ଦର୍ଶକଙ୍କ ପାଇଁ କିଛି…

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମାନଙ୍କ ଭିତରେ ଭୂକମ୍ପ ଦେଖିବାକୁ ମିଳିଛି । ବୁଧବାର…

କନକ ବ୍ୟୁରୋ : କ୍ଷମତା ଲୋଭରେ ବଳି ପଡୁଛି ଆଦର୍ଶ । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳର ଟ୍ରେଣ୍ଡ ଏବେ ଏକ ପ୍ରମୁଖ ଧାରା ହେବାକୁ ଯାଉଛି । ଯାହାକୁ ଟିକେଟ୍ ମିଳିଲା ସେ ଦଳରେ ରହିଲା ତ ଯାହାକୁ ଟିକେଟ୍ ନମିଳିଲା ସେ ଦଳ…

‌ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଗରିବ ମାନଙ୍କ ପାଇଁ ବ୍ୟାଙ୍କ୍‌, ପୋଷ୍ଟଅଫିସ୍ ମାନଙ୍କରେ ଜିରୋ ବାଲାନ୍ସରେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କ ଓ ପୋଷ୍ଟାଲରେ ବିନା ଦେୟରେ ଖାତା ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ହିତାଧିକାରୀଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଯଦି ଆପଣଙ୍କ ଖାତାରେ ବାଲାନ୍ସ ନାହିଁ ତେବେ ଜାଣନ୍ତୁ କିଭଳି ଉଠାଇବେ…

ନିଳଗୀରି ପହାଡ ନିକଟରେ ଥିବା ମିଥୁନଙ୍କ ସମେତ ଅନେକ ବଡ ବଡ ଲୋକଙ୍କ ରିସୋର୍ଟସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ଲଗାଇଲେ…

କନକ ବ୍ୟୁରୋ : ତାମିଲନାଡୁରେ ବଲିଉଡ୍ କଳାକାର ମିଥୁନ ଚକ୍ରବର୍ତ୍ତିଙ୍କ ସମେତ ଅନ୍ୟ ବଡ ବଡ ଲୋକ ନିର୍ମାଣ କରିଥିବା ରିସୋର୍ଟସ୍ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ରିସୋର୍ଟସ ସୁରକ୍ଷିତ ବନାଞ୍ଚଳରେ ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ବୁଧୁବାର ଦିନ କୋର୍ଟ ଏହାକୁ…

ମହାରାଜଗଞ୍ଜ ପୋଲିସର ସୁପାରିଶ କ୍ରମେ ଲକ୍ଷ୍ନୌ ପୋଲିସ ଆଲୋକଙ୍କୁ କବଜାକୁ ନେଇଛି । ସୂଚନା ମୁତାବକ ଘଟଣା ସ୍ଥଳରେ ଆଲୋକ…

କନକ ବ୍ୟୁରୋ : ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ବିଜେପିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ମାମଲାରେ ମହିଳାଙ୍କୁ ପୋଲିସ ତୁରନ୍ତ ଉଦ୍ଦାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ…