ଏଭଳି ଏକ ନିଆରା କମ୍ପାନୀ ! ଯିଏ ନିଜ କର୍ମଚାରୀମାନଙ୍କୁ ଦେଇଥାଏ ବ୍ୟକ୍ତିଗତ ବିମାନ ଏବଂ ଅନେକ ସୁବିଧା ।

କମ୍ପାନୀ ମାନଙ୍କରେ କାମ କରୁଥିବା କର୍ମଚାରୀ ମାନଙ୍କୁ କେତେକ ସମୟରେ ଅଫିସ କାମରେ ଦେଶ ବାହାରକୁ କିମ୍ବା ଦେଶ ଭିତରେ କୌଣସି ସ୍ଥାନକୁ ଯିବାକୁ ପଡିଥାଏ । କର୍ମଚାରୀ ମାନେ ବାହାରକୁ ଗସ୍ତ କଲାବେଳେ, ବେଳେ ବେଳେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଯଦି ଏହିଭଳି ପରିସ୍ଥିତିରେ କର୍ମଚାରୀ…

୨୦୧୯ ପାଇଁ ଟିକେଟ ପାଇବା ଫର୍ମୁଲା କହିଲେ ନିରଞ୍ଜନ ! ଜିତିବା ସମ୍ଭାବନା ଥିବା ନେତାଙ୍କୁ ଦିଆଯିବ ପ୍ରାଥମିକତା ।

କନକ ବ୍ୟୁରୋ : ଯାହାର ଜିତିବାର କ୍ଷମତା ଥିବ, ଯାହା ହାତରେ ଭୋଟ ଥିବ, ୨୦୧୯ ସାଧାରଣ ନିର୍ବାଚନରେ ତାକୁ ମିଳିବ ଟିକେଟ୍ । ରାଜ୍ୟ କଂଗ୍ରେସରେ ‘ୱାନ ମ୍ୟାନ ୱାନ ପୋଷ୍ଟ’କୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଭିତରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଗତକାଲି…

ଅନ୍ଧାରରେ ୧୦ ହଜାର ଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ! ରମାଦେବୀ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟରେ ଏଯାଏଁ ପ୍ରକାଶ ପାଇନି…

କନକ ବ୍ୟୁରୋ : ୨୦୧୬ରେ ରମାଦେବୀ ସ୍ୱୟଂଶାସିତ ବିଶ୍ୱଦିଦ୍ୟାଳୟ ଘୋଷଣା ହେବା ପରେ ପ୍ରଥମଥରଲାଗି ଯୁକ୍ତ ତିନି ତୃତୀୟ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ହେଲେ ଫଳ ପ୍ରକାଶରେ ଅହେତୁକ ବିଳମ୍ବ ପ୍ରାୟ ୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ବିଭିନ୍ନ ଆଳ…

ରିଲାଏନ୍ସ ଜିଓ ଆଣିଲା ଦମଦାର ଅଫର ! ଏଣିକି ବ୍ୟବହାରକାରୀଙ୍କୁ ପ୍ରତିଦିନ ମିଳିବ ୧.୫ ଜିବିର ମାଗଣା ଡାଟା ।

ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତା ବଢିବାରେ ଲାଗିଛି । ଏଥି ମଧ୍ୟରେ ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି । ଟେଲିକମ୍ ସେକ୍ଟରରେ ଏବେ ରିଲାଏନ୍ସ ଜିଓକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଟେଲିକମ୍ ସେକ୍ଟରରେ ଏହି…

ଯବାନଙ୍କୁ ସଲାମ ! ଶରୀରର ୭୦ ପ୍ରତିଶତ ଅଙ୍ଗ ନଷ୍ଟ ହେବା ପରେ ମଧ୍ୟ ହାର ନମାନି ଦେଶ ପାଇଁ ଲଢୁଛନ୍ତି ରାଜଶେଖର ।

କୁହାଯାଏ ଇଛାଶକ୍ତି ସାମ୍ନାରେ ମୃତ୍ୟୁ ବି ହାର ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳଛି ଡେରାଡୁନର ଇଣ୍ଡିଆନ୍ ମିଲିଟାରି ଏକାଡେମି (ଆଇଏମଏ)ରେ । ଏକଦା ଜୀବନର ଆଶା ଛାଡ଼ି ଦେଇଥିବା କ୍ୟାଡେଟ୍ ରାଜଶେଖର ଏବେ ଲେଫ୍ଟନାଣ୍ଟ ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି ।…