ସରିଲା ୧୫ ଦିନର ପରିକ୍ରମା ! ଶିଶୁ ଯୌନ ନିର୍ଯାତନା ରୋକିବା ନେଇ ରାଜ୍ୟବ୍ୟାପୀ ଗଡିଥିଲା ପରୀ ଏକ୍ସପ୍ରେସ ।

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନାକୁ ରୋକିବାକୁ ଓଡିଶା ପୋଲିସ କରିଥିଲା ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ । ସମାଜରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଓଡିଶା ପୋଲିସର ଅଭିନବ ପ୍ରୟାସ ଜରିଆରେ ରାଜ୍ୟରେ ୧୫ ଦିନ ଧରି ଗଡିଥିଲା ପରୀ ଏକ୍ସପ୍ରେସ । ଗାଁ ଗାଁ ବୁଲି…

ଟିକେଟ ପାଇଁ ନୋ ଟେନସନ ! ଏଣିକି କେବଳ କାଉଣ୍ଟରରେ ନୁହେଁ ଏଠାରୁ ମଧ୍ୟ ପାଇପାରିବେ ରେଳ ଟିକେଟ ।

କେନ୍ଦ୍ର ସରକାର ଭାରତୀୟ ରେଳବାଇର ଯାତ୍ରାକୁ ସହଜ ଏବଂ ସରଳ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ଆପଣାଉଛନ୍ତି । ରେଳ ଟିକେଟ ବୁକ କରିବା ପାଇଁ ଅଫଲାଇନ ଏବଂ ଅନଲାଇନ ସୁବିଧା ଆରମ୍ଭ କରିବା ପରେ ଭାରତୀୟ ରେଳବାଇ ଏବେ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି । ତେବେ ଖୁବ ଶୀଘ୍ର ରେଲୱେ ଷ୍ଟେସନରେ…

ଏମିତି ଏକ ନିଆରା ଡ୍ୟାମ୍ ! ଯାହା ବିଦ୍ୟୁତ ଉତ୍ପାଦନ କରିବା ସହ ଶୁଣାଇବ ଜଳ ତରଙ୍ଗର ସ୍ୱର ।

କଣ ଆପଣ ଏମିତି କୌଣସି ଡ୍ୟାମ ଦେଖିଛନ୍ତି ଯେଉଁଠି ଜଳ ତରଙ୍ଗର ଅତି ମଧୁର ସ୍ୱରର ମଜା ଉଠାଯାଇପାରିବ । ସିମଲା ଜିଲ୍ଲାର ହାଟେକାଟିରେ ପୱର ନଦୀ ଉପରେ ଦେଶର ପ୍ରଥମ ଏମିତି ନିଆରା ଡ୍ୟାମ ନିର୍ମାଣ କରାଯାଇଛି । ଯାହାର ବେୟାର ଗୁଡିକୁ ପିଆନୋ ସଦୃଶରେ ତିଆରି କରାଯାଇଛି । ଆଉ ଏଥିରୁ ବିଦ୍ୟୁତ…

ପବନରୁ ତିଆରି ହେବ ପାଣି ! ଦୂର ହେବ ଜଳ ସଙ୍କଟ, ସୌର ଶକ୍ତି ସାହାଯ୍ୟରେ ବୈଜ୍ଞାନିକ ନିର୍ମାଣ କଲେ ନୂଆ ସିଷ୍ଟମ ।

ଜଳବିନା ଜୀବନ ଅସମ୍ଭବ । କିନ୍ତୁ ଦିନକୁ ଦିନ ଜଳର ଅଭାବ ପରିଲକ୍ଷିତ ହେଉଛି । ଏପରିକି ଜଳ ବିନା କେତେକ ସ୍ଥାନରେ ଜୀବନ ମଧ୍ୟ ଚାଲିଯାଉଛି । ତେବେ ବୈଜ୍ଞାନିକମାନେ ଏମିତି ଏକ ସିଷ୍ଟମ ବିକଶିତ କରିଛନ୍ତି ଯାହାକି କେବଳ ସୌର ଶକ୍ତି ମାଧ୍ୟମରେ ବାୟୁରୁ ଜଳ ପ୍ରଦାନ କରାଇପାରିବ । ମରୁଭୂମି…

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ! ପ୍ରଦୀପ ଜେନାଙ୍କୁ ହଟାଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଓ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଆଜି ହଠାତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଦିଆଯାଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ…

ଆଖୁରସ ପିଉଛନ୍ତି କି ? ତେବେ ସାବଧାନ ! ବ୍ୟାପୁଛି ଡାଇରିଆ ଭଳି ମହାମାରି ରୋଗ, ପିଇବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏସବୁ…

ଖରାଦିନେ ଆଖୁ ଜୁସର ଚାହିଦା ଖୁବ ବଢିଯାଇଥାଏ । ରାସ୍ତା କଡରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଆଖୁ ରସ ପିଇ ଲୋକେ ଖରାଦିନେ ଶାନ୍ତି ଅନୁଭବ କରିଥାନ୍ତି । ଅନ୍ୟପଟେ ଆଖୁରେ ଖୁବ ପରିମାଣରେ ଏନର୍ଜି ଥାଏ ବୋଲି ବିଶେଷଜ୍ଞ ମାନେ ମଧ୍ୟ କହିଥାନ୍ତି । କିନ୍ତୁ ଏବେ ଏହା ଲୋକମାନଙ୍କ ଶୋଷ ମେଣ୍ଟାଇବା…