ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର…

ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା…

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି…

ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ…

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ…

କନକ ବ୍ୟୁରୋ: ବିଭିନ୍ନ ଦାବୀ ନେଇ ସିପିଏମ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୃଦ୍ଧ, ବିଧବା ଓ ଅସହାୟ ମାନଙ୍କ ଭତ୍ତାକୁ ୫ଶହ ଟଙ୍କାରୁ ବୃଦ୍ଧି କରି ସର୍ବନିମ୍ନ ୩ହଜାର ଟଙ୍କା…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ…

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଲେ । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି ।…

ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ…