ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଖୁଜେନପାଲି ରେଳ ଧାରଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବଣିକ ସଂଘର ସଭାପତି ତ୍ରିପୁରା ପାଣିଗ୍ରାହୀଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ…

ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ…

କନକ ବ୍ୟୁରୋ: ବିମାନ ଉଡାଣରେ ଡେରିକୁ ରାଗିଗଲେ ଯାତ୍ରୀ । ଉଡାଣରେ ବିଳମ୍ବ ହେଉଥିବା ଘୋଷଣା କରିବା ବେଳେ ଜଣେ ଯାତ୍ରୀ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଛନ୍ତି । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ…

ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାଯଜ୍ଞ । କିଛି ସମୟ ପରେ ସ୍ଥାପନ ହେବ ଅଖଣ୍ଡ ଦୀପ । ବେଦ ମନ୍ତ୍ରୋଚାରଣରେ ମୁଖରିତ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ…

ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

କନକ ବ୍ୟୁରୋ: ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ବଣ ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶ ଭିତରେ ରହିଛି ଏହି ଜଳପ୍ରପାତ । ସବୁଜିମା ଭିତରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ଭୋଜିଭାତ କରିବା ସହ ସେଲଫି ବି ନେଉଛନ୍ତି ।…

ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ ।

କନକ ବ୍ୟୁରୋ: ପଦବୀ ଭୁଲି ପିଲାଙ୍କ ସହ ପିଲା ହୋଇ ତଳେ ବସିଲେ । ନିଜ ଛୋଟ ବେଳର ସ୍କୁଲ କଥା ମନେ ପକାଇଲେ ବାଲେଶ୍ୱର ଏସପି ସାଗରିକା ନାଥ । ନୀଳଗିରି ରତ୍ନକରଟା ହାଇସ୍କୁଲରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।…

ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ…