ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ…

କନକ ବ୍ୟୁରୋ: ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଓଡିଶାର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ରାଜଧାନୀ ଦିଲ୍ଲୀକୁ ଟପିଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ, ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ବଡ଼ କଥା ହେଉଛି ସେଥିମଧ୍ୟରେ ରହିଛି…

ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।

କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ଦିନ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବେ । ୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାର…

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା ।…

କନକ ବ୍ୟୁରୋ: ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ୍ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ୍ ଯାତ୍ରା ସମୟରେ…

ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

କନକ ବ୍ୟୁରୋ: ପିଡିଏସ ଚାଉଳ ବାଟମାରଣା ଅଭିଯୋଗ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । ବାଙ୍କୀ- ତମପଡ଼ା ବ୍ଲକ ଦୁଲଣାପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡିଲର ପ୍ରଦୋଷ ନାୟକ ହିତାଧିକାରୀଙ୍କ ଚାଉଳକୁ ଜାଲିଆତି କରି ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ କାଟି ରଖୁଥିବା…

ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ…

କନକ ବ୍ୟୁରୋ: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି…

ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ।…

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା, ହସ୍ପିଟାଲର…