ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ…

କନକ ବ୍ୟୁରୋ: ଆଜିକାଲି ଯେଉଁଆଡେ ଗଲେ ହାତରେ ପ୍ଲାଷ୍ଟିକ୍ ପାଣି ବୋତଲ ନେବାକୁ ଭୁଲୁନାହାଁନ୍ତି । ଏଥିପାଇଁ ବିଭିନ୍ନ କମ୍ପାନୀ ମଧ୍ୟ ବୋତଲ ପ୍ୟାକ୍ଡ ପାଣି ବୋତଲ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜାଣିଛନ୍ତି ଏହି ପ୍ଲାଷ୍ଟିକ୍ ବୋତଲ ପାଣି ଆପଣଙ୍କ ପାଇଁ କେତେ କ୍ଷତିକାରକ? ନିକଟରେ ହୋଇଥିବା…

କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ…

କନକ ବ୍ୟୁରୋ: କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ପରିଷଦ ଅଂଚଳ । ତରଭାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ହଜାର ହଜାର ଦର୍ଶକ ମୁକ୍ତ ମଂଚରେ ଶ୍ରୀକୃଷ୍ଣଙ୍କ ଲୀଳା ଅଭିନୟ ଦେଖିବା ସହ ମହାରାଜା କଂସଙ୍କ ରଂଗ ସଭା, ଚଳଚିତ୍ର ଅଭିନେତା,…

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ ।…

କନକ ବ୍ୟୁରୋ: ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ ବି ଅଛନ୍ତି । ଏମଭିଆଇ ବେହେରାଙ୍କ ସାଲେପୁରସ୍ଥିତ…

ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ…

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ । ଏବେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ମ୍ୟାଚ ପରେ ପୁଲିସ ଦିଲ୍ଲୀପଙ୍କ ପରିବାରଙ୍କୁ…

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା…

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି ।ଏହା ଭିତରେ ସାମ୍ାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ…

ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ…

କନକ ବ୍ୟୁରୋ: ଭାରତ-ମାଳଦ୍ୱୀପ ମଧ୍ୟରେ ବିବାଦ ବଢୁଥିବାବେଳେ ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ଯିବାକୁ ଆଉ ଚାହୁଁ ନାହାନ୍ତି । ଫଳରେ ସେଠାକାର ପର୍ଯ୍ୟଟନ ଶିଳ୍ପକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନର ସହାୟତା ଲୋଡ଼ିଛନ୍ତି । ଅଧିକ ପର୍ଯ୍ୟଟକ…