ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଅଙ୍କୁର ପୂଜନ, ମଣ୍ଡଳ ସ୍ଥାପନ ହୋଇସାରିଥିବା ବେଳେ ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ । ସ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ମୁଖରିତ ହେବ ଗଗନ ପବନ । ଅଖଣ୍ଡ ଦୀପ ସ୍ଥାପନ…

ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ ।

କନକ ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏହାପୂର୍ବରୁ ତେଲୁଗୁ ସଂପ୍ରଦାୟର ଲୋକମାନେ ପାଳୁଛନ୍ତି ପୋଂଗଲ । ପରିବାର ଓ ବନ୍ଧୁଙ୍କ ସହ ଧୁମଧାମରେ ଦକ୍ଷିଣ ଓଡିଶାରେ ଏହି ପର୍ବ ପାଳନ କରୁଛନ୍ତି ତେଲୁଗୁ ସଂପ୍ରଦାୟ ବାସୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ଆଜି ପ୍ରଥମ ଦିନ ।…

ସକାଳୁ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ । ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରସ୍ତୁତି ନେଇ ପଚାରି…

କନକ ବ୍ୟୁରୋ:ସକାଳୁ ସକାଳୁ ପୁରୀ ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଂଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସ୍ଥଳରେ ପହଂଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦ୍ଘାଟନ ନେଇ ଯଜ୍ଞ ଓ…

ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର ।

କନକ ବ୍ୟୁରୋ: ଚାଷ ଜମିକୁ ନେଇ ଯାଇଥିବା କିଟନାଶକ ପିଇ ବିଲ ମୁଣ୍ଡରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ । ପୁରୀ ଜିଲ୍ଲା ଅନ୍ତିକେରା ଗାଁର ଚାଷୀ କାଶୀନାଥ ସ୍ୱାଇଁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର…

ସାତକୋଶିଆରେ ବଢ଼ିଛନ୍ତି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ ।

କନକ ବ୍ୟୁରୋ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି । ଚଳିତ…

କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା । ଶେଷ ହେଲା ୫୫ ବର୍ଷର ସମ୍ପର୍କ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କାରଣ ଦଳ ଛାଡିଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ…