ମନ୍ତ୍ରୀ ହେବ ତ ଏମିତି । ବନ୍ୟାରେ ନିଜେ ଡଙ୍ଗା ଚଳାଇ ରୋଗୀଙ୍କୁ ନେଲେ ହସ୍ପିଟାଲ ।

କନକ ବ୍ୟୁରୋ: ଆସାମରେ ଏବେ ଲାଗିରହିଛି ବନ୍ୟା ଦୁର୍ଦ୍ଦଶା । ଏବେବି ଲକ୍ଷଲକ୍ଷ ଲୋକ ପାଣି ଘେରରେ ଫସି ରହିଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଓ ଶିଶୁ । ଏପରି ସ୍ଥିତିରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଆଜି ମିଳିପାରେ ନିଲମ୍ବନ ନୋଟିସ୍ । ବିରୋଧୀ ନେତାଙ୍କ ଘର ଚାରିପଟେ କଡା ସୁରକ୍ଷା…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ସୁରକ୍ଷା ନେଇ ବିରୋଧୀ ନେତାଙ୍କ ଚିନ୍ତା ବଢିଛି । ଏପରି ସ୍ଥଳେ ନିଜର ପିତିଆରା ଦେଖାଇବାକୁ ଚେଷ୍ଟା କରିପାରନ୍ତି ଓ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା…

ଦ୍ରୁତ ଗତିରେ ଚାଲୁଥିଲା ଏକ୍ସପ୍ରେସ୍ ଟ୍ରେନ୍ । ହଠାତ୍ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କନକ ବ୍ୟୁରୋ: ପ୍ରତାପଗଡ – କାନପୁରଏକ୍ସପ୍ରେସ୍ ଟ୍ରେନରେ ହଠାତ୍ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଦ୍ରୁତ ଗତିରେ ଟ୍ରାକରେ ଚାଲିଥିଲା ଟ୍ରେନ୍ । ଏକ୍ସପ୍ରେସ ଟ୍ରେନଟି ପ୍ରତାପଗଡରୁ ବାହାରି କାନପୁର ଅଭିମୁଖେ ଯାତ୍ରା କରୁଥିଲା । ହେଲେ ହଠାତ୍ ଲୋକୋ ପାଇଲଟଙ୍କର ହୃଦଘାତ…

୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହୋଇପାରନ୍ତି ବଧିର । ବ୍ୟାପକ ଗବେଷଣା ପରେ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

କନକ ବ୍ୟୁରୋ: ‘୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହେବେ ବଧିର’। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ। ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା ।…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ଭାବେ ସୁଯୋଗ…

କନକ ବ୍ୟୁରୋ: ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର କରିବେ ଦାଖଲ । ଆତୃଣମୂଳ ସ୍ତରରୁ କାମ କରି ଜଣେ ଭଲ ରାଜନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଉ…

‘ଆମ ବିଧାୟକଙ୍କୁ ଅପହରଣ କରାଯାଇଛି’ । ବିଦ୍ରୋହୀ ବିଧାୟକଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ କହିଲେ ସଞ୍ଜୟ ରାଉତ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୀତିରେ ଜାରି ରହିଛି ହାଇଭୋଲ୍ଟେଜ୍ ଡ୍ରାମା । ଆଜି ମଧ୍ୟ କିଛି ବିଧାୟକ ଛତ୍ରଭଙ୍ଗ ଦେଇ ଏକନାଥ ସିନ୍ଦେଙ୍କ ପାଖକୁ ଗୌହାଟି ପଳାଇବାପରେ ତାତି ଉଠିଛନ୍ତି ଶିବସେନା ମୁଖପ୍ରାତ୍ର ସଞ୍ଜୟ ରାଉତ । ଏହା ଭିତରେ ସେଠିକାର ହୋଟେଲରେ ଥିବା ସମସ୍ତ ବିଧାୟକଙ୍କ ଫଟୋ ଓ…