ପୁଣି ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ, ୧୫୦ କିଲୋମିଟର ଗଭୀର ତଳେ କେନ୍ଦ୍ରସ୍ଥଳୀ

କନକ ବ୍ୟୁରୋ: ପୁଣି ଆଫଗାନିସ୍ତାନରେ ହୋଇଛି ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବଠାରୁ ୯୩ କିଲୋମିଟର ଦୂର ୧୫୦ ଗଭୀରତାରେ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ । ଅବଶ୍ୟ…

ଥାଇଲ୍ୟାଣ୍ଡ ନାଇଟ୍ କ୍ଲବରେ ନିଆଁ:  ୧୩ ଜଣ ଜୀବନ୍ତ ଦଗ୍ଧ, ୩୫ ଗୁରୁତର

କନକ ବ୍ୟୁରୋ: ଥାଇଲ୍ୟାଣ୍ଡର ଚୋନବୁରୀ ପ୍ରାନ୍ତର ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ଏଥିରେ ପୋଡିଯିବାରୁ ୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ମିଳିିଛି । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଦକ୍ଷିଣ…

ବର୍ଷକର ଶିଶୁ ପୁତ୍ରକୁ ଧରି ପ୍ରେମିକ ଘର ଆଗରେ ମହିଳାଙ୍କ ଧାରଣା । ସ୍ତ୍ରୀର ହକ୍ ନମିଳିବା ଯାଏଁ ନହଟିବାକୁ ଚେତାବନୀ

କନକ ବ୍ୟୁରୋ: କଅଁଳା ଶିଶୁପୁତ୍ରକୁ କୋଳରେ ଧରି ନ୍ୟାୟ ପାଇଁ ରାତି ସାରା ପ୍ରେମିକ ଘର ସମ୍ମୁଖରେ ବସି ରହିଛନ୍ତି ମହିଳା । ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଘଟିଛି ଏହି ଘଟଣା। ମହିଳା ଜଣକ କୋଳରେ ଛୁଆକୁ ଧରି ନିଜ ମା’ଙ୍କ ସହ ଗତକାଲି ରାତି ସାରା ଧାରଣା ଦେଇଛନ୍ତି। ଖବର ପାଇ ବଡ଼…

ବଡି ବିଲ୍ଡିଙ୍ଗ ପାଇଁ ନେଉଥିଲେ ଇଞ୍ଜେକ୍ସନ୍ । ଜନ୍ମ ଦିନରେ ହିଁ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ଆଜିକାଲି ବଡି ବିଲ୍ଡିଙ୍ଗ କରିବା ତଥା ମାଂସପେଶୀ ବଢାଇବା ଯୁବବର୍ଗଙ୍କର ଏକ ପ୍ରକାର ପ୍ୟାସନ୍ ଓ ଫ୍ୟାସନ୍ ହୋଇଗଲାଣି । ଏଥିରୁ ବୟସ୍କ ବି ବାଦ ପଡୁନାହାଁନ୍ତି । କିଏ ଏଥିପାଇଁ ଜିମ୍ ଯାଇ ଏକ୍ସରସାଇଜ୍ କରି ଝାଳ ବୁହାଉଛି ତ ଆଉ କେହି ପରଫେକ୍ଟ ବଡି ପାଇବାକୁ ସଟ୍ କଟ୍ ବାଟ…

୫-ଜି ସ୍ପେକ୍ଟ୍ରମ୍ ପ୍ରଭାବ : ଟାରିଫ ବଢାଇବାକୁ ସଜବାଜ ହେଲେଣି ଟେଲିକମ୍ କମ୍ପାନୀ । ବଢିବ କି ମୋବାଇଲ ବିଲ?

କନକ ବ୍ୟୁରୋ: ମାଷ୍ଟରଷ୍ଟ୍ରୋକରେ ଏବେ ୫-ଜି ସ୍ପେକ୍ଟ୍ରମ୍ ଅର୍ଥାତ୍ ଫିଫତ୍ ଜେନେରେସନ୍ ଇଣ୍ଟରନେଟ୍ ନେଟୱର୍କ ଲଞ୍ଚିଙ୍ଗ । ୫ଜି ସ୍ପେକ୍ଟ୍ରମ୍ ନିଲାମୀ ଶେଷ ହୋଇଛି । ଏଥିରୁ କେନ୍ଦ୍ର ହାତକୁ ଆସିଛି ୧.୫ ଲକ୍ଷ କୋଟି ଟଙ୍କା । ରିଲାଏନ୍ସ, ଭାରତୀ ଏୟାରଟେଲ୍ସ, ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା…

ପ୍ରଶାସିନକ ସେବା ସାଙ୍ଗକୁ ନୃତ୍ୟର ତାଳ । ୬୦୦ରୁ ଅଧିକ ଷ୍ଟେଜ୍ ସୋ କରି ଚର୍ଚ୍ଚାରେ ମହିଳା ଆଇଏଏସ୍ ଅଫିସର ।

କନକ ବ୍ୟୁରୋ: ପେଶା ପ୍ରଶାସନିକ ସେବା, ହେଲେ ନିଶା ନୃତ୍ୟ । ପ୍ରଶାସନିକ ସେବାର ବ୍ୟସ୍ତତା ଭିତରୁ ବି ସମୟ ବାହାର କରି  ନୃତ୍ୟରେ ଲୋକଙ୍କ ମନ ମୋହିବାକୁ ଭୁଲନ୍ତି ନାହିଁ ଏହି ମହିଳା ଆଇଏଏସ୍ । ଆଇଏଏସ୍ କବିତା ରାମୁ । ଜଣେ ଦକ୍ଷ ପ୍ରଶାସିକା ଭାବେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ଏହା…