ଆଠଗଡ ତିଗିରିଆ ହରିଡାପଶି ଜଙ୍ଗଲରେ ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗୁରୁତର

42

କନକ ବ୍ୟୁରୋ : ଆଠଗଡ ତିଗିରିଆ ହରିଡାପଶି ଜଙ୍ଗଲରେ ଏନକାଉଂଟର ହୋଇଛି । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗୁରୁତର ହୋଇଛି । ଭାବଗ୍ରାହୀର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଭାବଗ୍ରାହୀକୁ କଟକ ସ୍ଥାନାନ୍ତର କରାଯାଇଛି । ପାଲଟା ଗୁଳିରେ ତିଗିରିଆ ଥାନା ଅଧିକାରୀ ବି ଆହତ ହୋଇଛନ୍ତି । ପାଲଟା ଗୁଳିରେ ତିଗିରଆ ଥାନା ଅଧିକାରୀ ବି ଆହତ ହୋଇଛନ୍ତି ।