Monthly Archives

June 2024

ପାରାଦୀପ ପୌର ପରିଷଦର ବଜେଟ ଅଧିବେଶନ । ୮୦ ଲକ୍ଷ ଛୁଇଁଲା ଚଳିତ ଆର୍ଥିକ ବର୍ଷର ବଜେଟ ପରିମାଣ

କନକ ବ୍ୟୁରୋ : ପାରାଦୀପ ପୌର ପରିଷଦର ବଜେଟ ଅଧିବେଶନ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ପରିମାଣ ପ୍ରାୟ ୮୦ ଲକ୍ଷ ଛୁଇଁଛି । ବିଭିନ୍ନ ସୂତ୍ରରୁ ୭୭ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ଲକ୍ଷରୁ ସାମାନ୍ୟ ଅଧିକ ଟଙ୍କା ବଳକା ରହିଥିବା ଆକଳନ କରାଯାଇଛି ।…

ବଲାଙ୍ଗୀର ମହାବୀର ପେପର ମିଲରେ ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି, ସର୍ଟସର୍କିଟ…

କନକ ବ୍ୟୁରୋ : ପେପର ମିଲରେ ଅଗ୍ନିକାଣ୍ଡ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଚୋରମରାଠାରେ ଥିବା ମହାବୀର ପେପର ମିଲରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ଆଜି ସକାଳୁ ୮ଟାରେ ଫ୍ରେକ୍ଟ୍ରି କାମ ଆରମ୍ଭ କରିବା ସମୟରେ ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣା ପଡ଼ିଥିଲା । ଏହି…

ଗୁଜରାଟରେ ପ୍ରବଳ ବର୍ଷା ପରେ ସବୁ ଆଡ଼େ ପାଣି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି…

କନକବ୍ୟୁରୋ: ଗୁଜୁରାଟରେ ପ୍ରଥମ ମୌସୁମୀ ବର୍ଷା ଆଣିଲା ବିତ୍ପାତ । ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା । ଚାରିଆଡେ ବର୍ଷାର ବିତ୍ପାତ ଲାଗିରହିଥିବା ବେଳେ ଗୁଜୁରାଟରେ ମଧ୍ୟ ଏହାର ପରିମାଣ ଦେଖାଦେଇଛି । ପ୍ରବଳ ବର୍ଷା କାରଣରୁ ଚାରିଆଡେ ଜଳମଗ୍ନ ହୋଇଛି । ବର୍ଷା ଯୋଗୁଁ ସହରରେ…

ଭଦ୍ରକ ଚାନ୍ଦବାଲିରେ ଚାଞ୍ଚଲ୍ୟ । କାମଦେବା ବାହାନାରେ ବିଲରୁ ଉଠାଇ ନେଇ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ୩ ଅଭିଯୁକ୍ତ…

କନକ ବ୍ୟୁରୋ : ବିଲକାମ କରିବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା । ଭଦ୍ରକ ଚାନ୍ଦବାଲି ଅଂଚଳର ଏହି ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ପୋଲିସ୍ କହିବା ଅନୁଯାୟୀ, ମହିଳା ଜଣକ କାମ କରିବାକୁ ୨୫ ତାରିଖରେ ଆସିଥିଲେ । ହେଲେ ସେ ଯାହା ପାଖରେ କାମ କରିବା କଥା, ସଂଜୟ ଦାସ…

ଟି-୨୦ରୁ ଅବସର ନେବାକୁ ଚାହୁଁନଥିଲେ ରୋହିତ, କିନ୍ତୁ ଅଚାନକ କାହିଁକି ବଦଳିଲା ନିଷ୍ପତ୍ତି । ଗଣମାଧ୍ୟମ ସାମ୍ନାରେ ନିଜେ…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଟି-୨୦ ଫର୍ମାଟରେ ବିଶ୍ୱବିଜୟୀ ହୋଇଛି । ରୋହିତଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଛି । ବିଶ୍ୱକପ ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଛନ୍ତି କୋହଲି ଓ ରୋହିତ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ…

ପ୍ରଧାନମନ୍ତ୍ରୀଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ଉଠାଇଲେ ଓଡିଶାର ରଥଯାତ୍ରା ପ୍ରସଙ୍ଗ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ୧୧୧ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ମୋଦୀଙ୍କ ତୃତୀୟ ପାଳିର ଏହା ପ୍ରଥମ ମନ୍ କୀ ବାତ୍ ଏପିସୋଡ୍ । ନିର୍ବାଚନ ପାଇଁ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ । ପୁରୀ…