Monthly Archives

June 2024

ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର: ଗଡବଡ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ପିସି ଖୋର ନେତା, ବାବୁ ହେବେ ସାବାଡ

କନକ ବ୍ୟୁରୋ: ରତ୍ନଭଣ୍ଡାର କେବେ ଖୋଲିବ, ଏହା ଜାଣିବାକୁ ସାଢ଼େ ଚାରି କୋଟି ଓଡିଆ ଚାହିଁ ରହିଥିବାବେଳେ, ବିଜେପି ସମ୍ବର୍ଦ୍ଧନା ସଭାରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଖୋଲାଯିବ ଓ ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି ସ୍ପଷ୍ଟ କରିଛନ୍ତି । ଯଦି କିଛି ଗଡ଼ବଡ଼ ହୋଇଥିବାର…

ଆଧୁନିକତା ଭିତରେ ହଜିଯିବାକୁ ବସିଲାଣି କୌଳିକ ବୃତ୍ତି ,ଜୀବିକା ହରାଉଛନ୍ତି କମାରଶାଳା କାରିଗର ପରିବାର ।

କନକବ୍ୟୁରୋ: ଏ ହେଉଛି କମାରଶାଳ। ତିଆରି ଚାଲିଛି ଲୁହାର ବିଭିନ୍ନ ସାମଗ୍ରୀ । ଯେଉଁଠି ଗାଁ ଗଣ୍ଡାର ଲୋକମାନେ ଲୁହାର ନିତ୍ୟଵ୍ୟଵହୃତ ସାମଗ୍ରୀ  ତିଆରି କରିଥାନ୍ତି। ଆଉ କୌଳିକ ବୃତ୍ତିକୁ ଆପଣେଇଥିବା କମାର ଶ୍ରେଣୀର ଲୋକମାନେ କାମ କରି ଏଥିରୁ ଉପାର୍ଜିତ ଅର୍ଥରେ ନିଜ ଘର ଚଳାଇଥାନ୍ତି। ଏହା ଏକ…

ପହଞ୍ଚିପାରୁନି ସରକାରୀ ସହାୟତା: ଗୋଟିଏ ଛୋଟ ଘରେ ରହୁଛନ୍ତି ୧୦ ପ୍ରାଣୀ

କନକ ବ୍ୟୁରୋ: ସରକାରୀ ସହାୟତା କାହାପାଇଁ? ଧନୀ ଲୋକଙ୍କ ପାଇଁ ନା ଗରିବଙ୍କ ପାଇଁ। କୋଉ ମାନଦଣ୍ଡରେ ପ୍ରଦାନ କରାଯାଉଛି ସରକାରୀ ସହାୟତା ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଦୀର୍ଘ ୧୦ ବର୍ଷ ହେଲା ଭଙ୍ଗା ଦଦରା ଟାଇଲ ଘରେ ଜୀବନ ବିତାଉଛନ୍ତି ୧୦ ପ୍ରାଣୀ। ଆଜି ବି ଵୃଦ୍ଧା ବାପା ରିକ୍ସା…

ଅବ୍ୟବସ୍ଥାରେ ଯାଜପୁର ଜାରକାରେ ଥିବା ବିଜୁ ଗ୍ରାମୀଣ ବଜାର: ୧୯ ବର୍ଷ ବିତିଲାଣି ମରାମତି ହେଉନି ଦୋକାନ ଘର

କନକ ବ୍ୟୁରୋ: କେମିତି ଅଛି ବିଜୁ ଗ୍ରାମୀଣ ବଜାର। ୧୯ ବର୍ଷ ଭିତରେ ଥରେ ବି ମରାମତି ହୋଇନି କି ରଙ୍ଗ ଦିଆଯାଇନି ଯାଜପୁର ଜିଲ୍ଳା ଜାରକା ବଜାରରେ ଥିବା ବିଜୁ ଗ୍ରାମୀଣ ବଜାର । ପ୍ରଶ୍ନ ଉଠୁଛି ୧୦୪ ଦୋକାନୀଙ୍କ ଠାରୁ ଆଦାୟ ସିକ୍ୟୁରିଟି ମନି ଓ ମାସିକ ଭଡା ଟଙ୍କା ଯାଉଛି କୁଆଡେ ? ବିଡିଓ କହିଲେ…

ଶୁଖିଗଲାଣି ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତାମ୍ପରା ହ୍ରଦ,ପାଣିନଥିବାରୁ ପଙ୍କରେ ଲାଗିଯାଉଛି ବୋଟ । ମୁହଁ…

ଛତ୍ରପୁର ନିକଟରେ ଥିବା ତମ୍ପରା ହ୍ରଦ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ୟ୍ୟଟନ ସ୍ଥଳୀ। ଏଠାରେ ପାଣି ଅଧିକ ରହଥିବାରୁ ବୋଟିଂ ବ୍ୟବସ୍ଥା କରାଯାଇଥିଲା । ପର୍ୟ୍ୟଟକ ମାନେ ଆସି ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ କରିବା ସହ ବୋଟିଂର ମଜା ନେଉଥିଲେ । ହେଲେ ଖରା ଯୋଗୁ ଏବେ ହ୍ରଦ ଶୁଖିଯିବାବୁ…

ଉଦଘାଟନ ହେବାର ବିତିଲାଣି ୪ ମାସ ,କ୍ରିକେଟ ଷ୍ଟାଡିୟମର ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ

କନକବ୍ୟୁରୋ: ବିଓସିଏକୁ ହସ୍ତାନ୍ତର ହେଉନି ମାଲିମୁଣ୍ଡା ବୃହତ କ୍ରିକେଟ ଷ୍ଟାଡିୟମରରକ୍ଷଣାବେକ୍ଷଣକରିବକିଏ ? ଗତ ମାସରେ ଆରମ୍ଭ କରାଯାଇଥିଲା । ନିର୍ମାଣବାବଦକ ୁସେସମୟ ସୁଦ୍ଧା ୧୫ କୋଟ ିଟଙ୍କା କ୍ରୀଡ଼ାଭିଭିଭୂମିର ବିକାଶଲାଗି ବଜେଟ ଧାଯ୍ୟ ର୍କରାଯାଇଥିଲା । ତେବେ ୨୦୧୪ ମସିହାର ଷ୍ଟାଡିୟମ…