Daily Archives

May 25, 2024

ରାଜ୍ୟ ଦେଉଛି ଭୋଟ୍ । ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ଭୋଟିଙ୍ଗ । ଦେବଗଡରେ ସର୍ବାଧିକ ଭୋଟିଂ ।

କନକ ବ୍ୟୁରୋ: ରାଜ୍ୟରେ ପଡୁଛି ତୃତୀୟ ପର୍ଯ୍ୟାୟ ଭୋଟ୍ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଅନୁଗୁଳରେ ୩୬.୩୬ ପ୍ରତିଶତ ଭୋଟିଂ ହୋଇଥିବାବେଳେ କଟକରେ ୩୩.୩୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଦେବଗଡରେ ୪୧ ପ୍ରତିଶତ ଓ ଢେଙ୍କାନାଳରେ ୩୫.୬୯ % ଭୋଟିଂ ହୋଇଛି ।…

ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ ଲୋକ ଏବେ ପରିବର୍ତ୍ତନ ଚାହୁଁଛନ୍ତି ।

କନକବ୍ୟୁରୋ: ଭୋଟ ଦେଲେ କ୍ରେଜିଓାଲ । ତାଙ୍କ ପତ୍ନୀ ଓ ପିତା ଓ ସେ ନିଜେ ଭୋଟ ଦେବା କଥା କହିଛନ୍ତି । ସେ ନିଜେ ପିଲାମାନଙ୍କ ସହ ଯାଇ ଭୋଟ ଦେଇଥିବା କଥା କହିଛନ୍ତି । ଏଥିସହ ସେ କହିଛନ୍ତି ଅସୁସ୍ଥତା ପାଇଁ ମୋ ପରିବାର ମା ଆସି ଭୋଟ ଦେଇପାରିଲେ ନାହିଁ । ଭୋଟ ଦେବା ପରେ ସେ ଭୋଟର ମାନଙ୍କୁ…

ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ଘରେ ଲୁଟ୍ । ବିରୋଧ କରିବାରୁ ପତ୍ନୀଙ୍କୁ ନିର୍ମମ ହତ୍ୟା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷେ୍ନøରେ ଘଟିଛି ଅଭାବନୀୟ ଘଟଣା । ଇନ୍ଦିରାନଗର ଥାନା କ୍ଷେତ୍ର ଅନ୍ତର୍ଗତ ସେକ୍ଟର ୨୨;ରେ ରହୁଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଡିଏନ୍ ଦୁବେଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଏଥିରେ ବିରୋଧ କରିବାରୁ ଆଇଏଏସଙ୍କ ପତ୍ନୀ ମୋହନୀଙ୍କୁ ନିର୍ମମ ଭାବେ…

ଭୋଟ ଲିଷ୍ଟରେ ନାଁ ନଥିବାରୁ ବୁଥରେ ଶୋଇଲେ ଭୋଟର। କହିଲେ, ନ୍ୟାୟ ନମିଳିବା ଯାଏଁ ଉଠିବିନି ।

କନକ ବ୍ୟୁରୋ: ମତଦାନ ଅଧିକାରରୁ ବଞ୍ଚିତ ହେବାରୁ ବରିଷ୍ଠ ଭୋଟରଙ୍କ ନିଆରା ପ୍ରତିବାଦ । ଏପରି ଘଟଣା ଘଟିଛି ପୁରୀ ଭୋଳାନାଥ ବିଦ୍ୟାପୀଠ ୫୬ ନମ୍ବର ପୋଲିଂ ବୁଥରୁ । ୯୭ ବର୍ଷୀୟ ବ୍ୟକ୍ତି ରାମଚନ୍ଦ୍ର ଦାଶ, ବର୍ଷ ବର୍ଷ ଧରି ଭୋଟ ଦେଇ ଆସୁଥିଲେ ବି ଏଥର ଭୋଟର ଲିଷ୍ଟରେ ତାଙ୍କର ନାଁ ନାହିଁ ।…

ରାହୁଲ ଗାନ୍ଧୀଙ୍କ ସହ ଆସି ଭୋଟ ଦେଲେ ଭଣଜା ରେହାନ୍ ଓ ଭାଣେଜି ମିରାୟା । ମତଦାନ କରିବାକୁ ଯୁବବର୍ଗଙ୍କୁ କଲେ ଅପିଲ ।

କନକ ବ୍ୟୁରୋ: ଦେଶରେ ୨୦୨୪ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଚାଲିଥିବାବେଳେ ଦିଲ୍ଲୀରେ ୭ଟି ଆସନ ପାଇଁ ପଡୁଛି ଭୋଟ । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବୁଥ୍ ଯାଇ ଭଣଜା ରେହାନ୍ ଓ ଭାଣେଜି ମିରାୟାଙ୍କୁ ଭୋଟ ଦେବାର ଦେଖିବାକୁ ମିଳିଥିଲା । ଦୁହେଁ ପ୍ରଥମ ଥର ଭୋଟ ଦେଉଥିବାରୁ…

ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ୧୧ଟା ସୁଦ୍ଧା ୨୧.୩୨% ମତଦାନ, ଜିଲ୍ଲାସ୍ତରରେ ଦେବଗଡରେ ସର୍ବାଧିକ…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତିି ଭୋଟର । ପ୍ରବଳ ଖରା, ଗୁଳୁଗୁଳି ସତ୍ତେ୍ୱ ମଧ୍ୟ ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ୧୧ଟା…