Daily Archives

May 24, 2024

ବାଙ୍ଗଲାଦେଶ ସାଂସଦଙ୍କ ଲୋମହର୍ଷଣକାରୀ ହତ୍ୟା । ସୁପାରୀ ଲିଙ୍କ ପରେ ମିଳିଲା ହନିଟ୍ରାପ କନେକ୍ସନ

କନକ ବ୍ୟୁରୋ : ବାଙ୍ଗଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କ ହତ୍ୟାକାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ତଦନ୍ତ କରୁଥିବା ସିଆଡି ଟିମ୍ ଅଜିମ୍ଙ୍କ ହତ୍ୟାକାଣ୍ଡକୁ ନେଇ ସାଂଘାତିକ୍ ତଥ୍ୟ ଦେଇଛନ୍ତି । ଜଣା ପଡିଛି, ଆମେରିକାରେ ରହୁଥିବା ସାଂସଦଙ୍କ ପିଲା ଦିନର ବନ୍ଧୁ ହିଁ…

ସପ୍ତମ ତଥା ଶେଷ ଚରଣ ପାଇଁ କମ୍ପୁଛି ପ୍ରଚାର ମଇଦାନ । ହିମାଚଳରେ ମୋଦୀଙ୍କ ରାଲି,ବିହାରରେ ଶାହାଙ୍କ ଗର୍ଜନ

କନକ ବ୍ୟୁରୋ : ଜୁନ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମତଦାନ ହେବ । ଏନେଇ କମ୍ପୁଛି ପ୍ରଚାର ମଇଦାନ । ଦଳଗୁଡିକ ନିଜ ନିଜର ହେଭିୱେଟ ଚେହେରାଙ୍କୁ ନେଇ ଜୋରଦାର ପ୍ରଚାର କରୁଛନ୍ତି । ହିମାଚଳପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ବିହାରରେ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଆଜି ଜୋରଦାର ପ୍ରଚାର…

କାଲି ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ । ସିଲ ହେବ ହେଭିୱେଟଙ୍କ ଭାଗ୍ୟ, ଅଗ୍ନିପରୀକ୍ଷା ଦେବେ ୩ ପୂର୍ବତନ…

କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ପାଇଁ କାଲି ହେବ ଅନେକ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା । ଏବେ ଆସନ୍ତୁ ନଜର ପକାଇବା ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ଉପରେ । ବାଂଶୁରୀ ସ୍ୱରାଜ: ନ୍ୟୁ ଦିଲ୍ଲୀ (ବିଜେପି) ମନୋଜ ତିୱାରୀ: ଉତ୍ତର-ପୂର୍ବ ଦିଲ୍ଲୀ (ବିଜେପି) କହ୍ନେୟା…

ବଜାରକୁ ଆସିଲା ଗୋଦରେଜର ନୂଆ ଉତ୍ପାଦ ଉଡେନ୍ ଫିନିସ ଏସି ଓ ରେଫ୍ରିଜେଟର

କନକ ବ୍ୟୁରୋ : ଗୋଦରେଜ ଆପ୍ଲାଏନ୍ସ ପକ୍ଷରୁ ପ୍ରକୃତି ଅନୁପ୍ରାଣିତ ଉଡେନ୍ ଫିନିସ ହୋମ୍ ଆପ୍ଲାଏନ୍ସ ନୂଆ ଇଅନ୍ ଭୋଗକୁ ଉନ୍ମୋଚନ କରାଯାଇଛି । ସ୍ଥାନୀୟ ପାତ୍ର ଇଲେକ୍ଟ୍ରୋନିକ୍ସ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଉତ୍ପାଦକୁ କମ୍ପାନୀର କାର୍ଯ୍ୟନିର୍ବାହୀ ଉପ ସଭାପତି ତଥା…

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ଟାରେ ଘୋଷଣା ହେବ ଫଳ, ସାଢେ ୧୧ଟାରେ ୱେବ୍ ସାଇଟ୍ରେ ହେବ…

କନକ ବ୍ୟୁରୋ : ଆସନ୍ତା ରବିବାର ଦିନ ପ୍ରକାଶ ପାଇବ, ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ସକାଳ ସାଢ଼େ ୧୦ଟାରେ ଫଳାଫଳ ବାହାରିବ ଏବଂ ସାଢ଼େ ୧୧ଟାରେ ୱେବ୍ ସାଇଟରେ ରେଜଲ୍ଟ ଦେଖିହେବ । ଆପଣଙ୍କ ପରିବାର, ସମ୍ପର୍କୀୟ କିମ୍ବା ଚିହ୍ନା ପରିଚିତଙ୍କ ମଧ୍ୟରୁ ଯଦି କିଏ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି,…

କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଅଧିକ ଘନୀଭୂତ ହୋଇ କାଲି ସକାଳେ ନେବ ବାତ୍ୟାର ରୂପ, ୨୬ ମଧ୍ୟରାତ୍ରରେ…

କନକ ବ୍ୟୁରୋ : ଉତର ଓ ଉତର-ପୂର୍ବ ଦିଗରେ ୧୬ କିଲୋମିଟର ବେଗରେ ଗତି କରୁଛି ତୀବ୍ର ଅବପାତ । କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି । ଆହୁରି ଘନିଭୂତ ହୋଇ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ପୂର୍ବାହ୍ଣରେ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୨୫ ତାରିଖ…