Daily Archives

May 20, 2024

୨୦ ଫୁଟ ତଳକୁ ଖସିଲା ପିକଅପ ଭ୍ୟାନ୍: ଚାଲିଗଲା ୧୮ ଜଣଙ୍କ ଜୀବନ

କନକ ବ୍ୟୁରୋ: ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଇଥିବା ପିକ୍ ଅପ୍ ଭ୍ୟାନ୍ କୱର୍ଦ୍ଧା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଗାଡିଟି ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଛନ୍ତି ।…

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା । ପ୍ରଜ୍ୱଳ ରେବନ୍ନାଙ୍କ ପିତା ଏଚଡି ରେବନ୍ନାଙ୍କୁ ଜାମିନ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ସୋମବାର ଦିନ ଏକ ସ୍ପେଶାଲ କୋର୍ଟ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏଚଡି ରେବନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ…

ବିଜେଡି ବିଧାୟକ ସାରଦା ନାୟକଙ୍କୁ ଉଠାଇନେଲା ପୋଲିସ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ନିର୍ବାଚନ ଭିତରେ ବଡ ଖବର ସାମ୍ନାକୁ ଆସିଛି । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ଉଙ୍ଖାଇ ନେଇଛି ପୋଲିସ । ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ ପୋଲିସ ସାରଦା ନାୟକଙ୍କୁ ଉଠାଇ ନେଇକ୍ତି । ସାରଦା ନାୟକ ଏକ ପୋଲିଂ ବୁଥ୍ ଭିତରକୁ ପ୍ରବେଶ କରିବା ପରେ ସେଠାରେ…

ଷ୍ଟାର ସ୍ପୋର୍ଟ୍ସ ଉପରେ ରାଗିଲେ ରୋହିତ୍ । ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ ।

କନକ ବ୍ୟୁରୋ: କ୍ରୀଡ଼ା ପ୍ରସାରଣ ଚ୍ୟାନେଲ ଷ୍ଟାର ସ୍ପୋର୍ଟ୍ସ ଉପରେ ଖପ୍ପା ହୋଇଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଷ୍ଟାର ସ୍ପୋର୍ଟ୍ସ ଖେଳାଳିଙ୍କ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ରୋହିତ୍…

ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଉଛି ଓଡିଶା: ଦିନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ

କନକ ବ୍ୟୁରୋ: ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି । ବରଗଡରେ ସର୍ବାଧିକ ୫୩.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୪୬.୨୩ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୪୮.୯୬ ପ୍ରତିଶତ, କନ୍ଧମାଳ ୪୮.୯୩ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ…

ଅହମ୍ମଦାବାଦ ବିମାନ ବନ୍ଦରରୁ ୪ ଆତଙ୍କବାଦୀ ଗିରଫ । ଇସଲାମିକ୍ ଷ୍ଟେଟ ସହ ଜଡିତ ଥିବା ସୂଚନା

କନକ ବ୍ୟୁରୋ : ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ପ୍ରଦାନ କରାଯାଇନାହିଁ । ସୂତ୍ର ସୂଚନା ମୁତାବକ ଏହି ୪ ଜଣ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏହି…