Daily Archives

May 18, 2024

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ନସୁହାଇପାରେ ପାଗ । ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର…

କନକ ବ୍ୟୁରୋ: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନସୁହାଇପାରେ ପାଣିପାଗ ସ୍ଥିତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିଭିନ୍ନ ମଡେଲର ଆକଳନ ଅନୁସାରେ ଆସନ୍ତା ୨୦ରୁ ୨୧ ତାରିଖ…

ପ୍ରଜ୍ୱଳ ରେବନ୍ନା ସେକ୍ସ ସ୍କାଣ୍ଡାଲ ନେଇ ମୁହଁ ଖୋଲିଲେ ଦେବେଗୌଡା । କହିଲେ, ମୋ ନାତି ଯଦି ଦୋଷ କରିଛି ତେବେ …

କନକ ବ୍ୟୁରୋ : ଜେଡିଏସ ସାଂସଦ ପ୍ରବଳ ରେବନ୍ନାଙ୍କ ବିରୋଧରେ ଆସିଥିବା ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ଜେଜେବାପା ତଥା ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡା । ଶନିବାର ଦିନ ସେ କହିଛନ୍ତି କି ଯଦି ମୋ ନାତି ଦୋଷୀ ସାବ୍ୟସ୍ତ ହୁଏ ତେବେ ତା ଉପରେ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ୫ ବିଜେପି ନେତା । କହିଲେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ପର୍ଯ୍ୟଟକ କହି ଅପମାନିତ…

କନକ ବ୍ୟୁରୋ: ବାଲେଶ୍ୱରରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ୫ ବରିଷ୍ଠ ନେତା । ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ବିଜେପିକୁ ସୁଯୋଗ ଦେବାକୁ ଅପିଲ…

ବେଦାନ୍ତ ଲାଞ୍ଜିଗଡ଼ର ସପ୍ତାହବ୍ୟାପି ଚାଲିଥିବା ସ୍ୱାସ୍ଥ୍ୟସେବା ଅଭିଯାନ ଗ୍ରାମୀଣ ଓଡ଼ିଶାରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟକୁ…

କନକ ବ୍ୟୁରୋ: ବେଦାନ୍ତ ଲିମିଟେଡ୍‌, ଲାଞ୍ଜିଗଡ଼, ଭାରତର ପ୍ରମୂଖ ଗ୍ରେଡ୍ ଆଲୁମିନା ଉତ୍ପାଦକ ସ୍ମେଲଟର ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍‌, ଓଡିଶାର କଳାହାଣ୍ଡି ଜିଲ୍ଲାରେ ଏକ ବ୍ୟାପକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ତଥା ରକ୍ତଦାନ ଡ୍ରାଇଭର ଆୟୋଜନ କରିଥିଲା । ଏକ ସପ୍ତାହ ବ୍ୟାପୀ…

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ…

କନକ ବ୍ୟୁରୋ : ବାଲେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଏହାସହ କାର୍ଯ୍ୟକର୍ତ୍ତା ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୪ ବର୍ଷ ହେବ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି, ତାକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି…

ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଓଲିଉଡ ଅଭିନେତା…

କନକବ୍ୟୁରୋ : ଶେଷ ଦିନରେ କମ୍ପୁଛି ପ୍ରଚାର ମୈଦାନ । ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ମୈଦାନରେ ଡ୍ରିମ୍ ଗାର୍ଲ । ବାରକୋଟ ବ୍ଲକ ଅନ୍ତର୍ଗତ ଡଅଁରା ହାଇସ୍କୁଲ ଖେଳ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ…