Daily Archives

May 18, 2024

ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା । ବିଶୃଙ୍ଖଳା…

କନକବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାହାରିଲେ ପୋଲିଂ ପାର୍ଟି । କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବାହାରିଛନ୍ତ ପୋଲିଙ୍ଗ କର୍ମଚାରୀ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି ଉଦୟଗିରି ଓ ଫୁଲବାଣୀ…

ସବୁଠି ନିର୍ବାଚନୀ ମାହୋଲ । ଶେଷ ଦିନରେ ପ୍ରଚାର ଜୋରଦାର । ବିଭିନ୍ନ ପ୍ରସଙ୍ଗ ସହ ବିକାଶ ନାରା ଦେଇ ଭୋଟ୍ ହାତେଇବାକୁ…

କନକବ୍ୟୁରୋ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନ । ଆସନ୍ତା ୨୦ ତାରିଖରେ ନିଜ ନିଜ ମତଦାନ କରିବେ ଭୋଟର । ଏନେଇ ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ବେଶ ସରଗରମ ଦେଖିବାକୁ ମିଳିଥିଲା । ଶେଷ ଦିନରେ ଦଳ ଦଳ ପ୍ରାର୍ଥୀଙ୍କ ରଣନୀତି…

କାହାର ହେବ ବୌଦ୍ଧ ଗଡ଼ ।ବାଜି ମାରିବ କିଏ? ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ଅଙ୍କକଷା ।

କନକବ୍ୟୁରୋ :ଅନ୍ୟ ସ୍ଥାନ ଭଳି ବୌଦ୍ଧ ରାଜନୀତି ବେଶ୍ ସରଗରମ ହୋଇପଡିଛି । ନିର୍ବାଚନ ମଣ୍ଡଳିର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଟକ୍କର । ଗାଁଠୁ ସହର ସବୁଠି ନିର୍ବାଚନ ମଣ୍ଡଳି ଚର୍ଚ୍ଚା । ବିଜେଡି ଗଡକୁ କିଭଳି ହାତେଇବ ସେ ନେଇ ଚାଲିଛି ଅଙ୍କକଷା । ବିଭିନ୍ନ ରଣ କୌଶଳ କରି ଭୋଟ୍…

ଆସନ୍ତା କାଲି ୧୨ଟା ବେଳେ ବିଜେପି ମୁଖ୍ୟାଳୟ ଯିବୁ, ପ୍ରଧାନମନ୍ତ୍ରୀ ଯାହାକୁ ଜେଲ ପଠାଇବା କଥା ପଠେଇ ଦେବେ : ଅରବିନ୍ଦ…

କନକ ବ୍ୟୁରୋ : ସ୍ୱାତୀ ମାଲିୱାଲ ମାମଲାରେ ବିଜେପି ନେତା କେଜ୍ରିୱାଲଙ୍କୁ ଘେରିବା ପରେ ଆକ୍ସନମୋଡକୁ ଆସିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଆମ୍ ଆଦମୀ ପାର୍ଟିର ସମସ୍ତ, ସାଂସଦ, ବିଧାୟକ ଓ କର୍ମୀ ଆସନ୍ତା କାଲି ବିଜେପି ମୁଖ୍ୟାଳୟ ଯିବୁ ।…

ଗୋଟିଏ ଯୁଗର ଅବସାନ । ଆରପାରିରେ ପ୍ରତିଷ୍ଠିତ ବ୍ୟାଙ୍କର ତଥା ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ନାରାୟଣ ବଘୁଲ

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟରର ପ୍ରତିଷ୍ଠିତ ନାମ ତଥା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନ୍ଖଚ୍ଛ ବ୍ୟାଙ୍କର ନାରାୟଣ ବଘୁଲଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । ଚେନ୍ନାଇର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନାରାୟଣ ବଘୁଲ ଆଇସିଆଇସିଆଇ…

ଭୋଟ୍ ଦେବା କିନ୍ତୁ ଭାଇଚାରା ଭାଙ୍ଗିବାନି । ନିର୍ବାଚନକୁ ହଁ କରିବା ନିର୍ବାଚନୀ ହିଂସାକୁ ନା କହିବା ।

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ରାଜନୀତିର ରଙ୍ଗମଞ୍ଚରୁ ନିଜ ନିଜର ଅଭିନୟ ସାରି ନେତା ବାହୁଡ଼ିଯିବେ, ରଙ୍ଗୀନ ହୋଇଥିବା କାନ୍ଥବାଡ଼ରୁ ବି ପଲିଟିକ୍ସର ପୋଷ୍ଟର ଚିରିଯିବ, ସକାଳୁ ସଞ୍ଜ କାନରେ ଆଉ ପଡ଼ିବନି ମା’ ମାଉସୀ ଡାକ । ଅଦିନିଆ କଳାବାଦଲ ପରି ନେତା ବି କୁଆଡେ ଉଭାନ ହୋଇଯିବେ, ହେଲେ ଭୋଟ୍…