Daily Archives

May 13, 2024

ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେଡି ପ୍ରତିକ୍ରିୟା । କହିଲେ,ସମସ୍ତ ୨୮ ବିଧାନସଭାରେ ବାଜି ମାରିବ ବିଜୁ ଜନତା…

କନକବ୍ୟୁରୋ: ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ୨୮ଟି ବିଧାନସଭା ଆସନରେ ବିଜେଡି ଜିତିବ ତେଣୁ ବ୍ୟସ୍ତ ହୋଇ ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଏପରି କରିଥିବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ପରିକ୍ରମା ଓ…

ତାଳଚେରରେ ଟାର୍ଗେଟ କଲେ ପାଣ୍ଡିଆନ । କୋଇଲା ଟଙ୍କା କିଏ ଖାଉଛି ବୋଲି କଲେ ପ୍ରଶ୍ନ, ୨୭ ହଜାର କୋଟିରୁ ଓଡ଼ିଶାକୁ ମାତ୍ର…

କନକ ବ୍ୟୁରୋ: ମାରାଥନ୍ ପ୍ରଚାର ଜାରି ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ପାଲଲହଡ଼ା ପରେ ତାଳଚେରରେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡିର ଷ୍ଟାର ପ୍ରଚାରକ ପାଣ୍ଡିଆନ୍ । ଲୋକଙ୍କୁ ପ୍ରଶ୍ନ କଲେ ମା’ ହିଙ୍ଗୁଳା ମନ୍ଦିରକୁ ୧୬ କୋଟି କିଏ ଦେଇଛନ୍ତି? ତାଳଚେରରେ ଏକ ବିଶାଳ…

ପ୍ରଥମ ପର୍ଯ୍ୟାୟ ଭୋଟ ଦେଲା ଓଡିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ । ସେପଟେ ସୁନାବେଡାରୁ ହେଲିକପ୍ଟର…

କନକବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ ୬୭.୦୭ ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ ପ୍ରତିଶତ, କୋରାପୁଟ୍ରେ ୬୧.୪୩ ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବନିମ୍ନ ୫୮ ପ୍ରତିଶତ…

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ: ଥାନାରେ ଦେଇଛନ୍ତି ବିଧାୟକ ପ୍ରାର୍ଥୀ

କନକ ବ୍ୟୁରୋ: ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ । ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ ଅଭିଯୋଗ । ଏନେଇ ଥାନାରେ ଦେଇଛନ୍ତି ବିଧାୟକ ପ୍ରାର୍ଥୀ । ଆଜି ରାଜ୍ୟର ୪ ସଂସଦୀୟ କ୍ଷେତ୍ରରେ ଭୋଟିଂ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ଏଭଳି ହିଂସାର ଖବର…

ଧର୍ମେନ୍ଦ୍ରଙ୍କ ଜନ୍ମମାଟିରୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରମନ୍ତ୍ରୀ ଭାବେ ନିଜ ଗାଁ, ନିଜ ଅଞ୍ଚଳ ପାଇଁ…

କନକ ବ୍ୟୁରୋ : ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ପାଲଲହଡା ମାଟିର…

ଧୀର ମତଦାନ ପ୍ରକ୍ରିୟାକୁ ନେଇ ମାଲକାନଗିରିରେ ଅସନ୍ତୋଷ । ମତଦାନ କେନ୍ଦ୍ରରୁ ଭୋଟର ଫେରିଯାଉଥିବା ଅଭିଯୋଗ । ସେପଟେ…

କନକବ୍ୟୁରୋ: ମାଲକାନଗିରିରେ ଧୀର ମତଦାନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କେତେକ୍ ବୁଥ୍ରୁ ଭୋଟର ଫେରି ଯାଉଥିବା ଜଣାପଡିଛି । ଏନେଇ ମାଲକାନାଗିରିର ବିଧାୟକ ପ୍ରାର୍ଥୀ ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିବା କହିଛନ୍ତି । ସେପଟେ ମତଦାନ ଯୋଗୁଁ ମାଲକାନଗିରିର ରାସ୍ତା ଖାଁ ଖାଁ ।…