Daily Archives

November 8, 2019

ପାକିସ୍ତାନ ଯିବେ ନବଜ୍ୟୋତ ସିଂ ସିଦ୍ଧୁ: କର୍ତ୍ତାରପୁର ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ଲେଖିଥିଲେ ଚିଠି; ଅନୁମତି…

କନକ ବ୍ୟୁରୋ: ପାକିସ୍ତାନ ଯିବାକୁ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ନେତା ସିଦ୍ଧୁ । ପାକିସ୍ତାନର କର୍ତାରପୁର ଉଦଘାଟନ ଉତ୍ସବକୁ ଯିବାକୁ ଅନୁମତି ମାଗି ସେ ଚିଠି ଲେଖିଥିଲେ । ସେ ଚିଠିରେ ଲେଖିଥିଲେ…

‘ବୁଲବୁଲ’ ମୁକାବିଲା ପାଇଁ ଓଡିଶା ସଜାଗ । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ୨ ଦିନ ପାଇଁ ୩ ଜିଲ୍ଲାର…

କନକ ବ୍ୟୁରୋ: ବାତ୍ୟା ବୁଲବୁଲର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିଲେ ବି ଏହା ଓଡିଶା ଉପକୂଳ ଦେଇ ଗତି କରୁଥିବାରୁ , ଉପକୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।…

କାମବାଲୀଙ୍କ ଭିଜିଟିଂ କାର୍ଡକୁ ନେଇ ଚର୍ଚ୍ଚା..ଚମତ୍କାର ଏଇ ଅନଲାଇନ୍ ଦୁନିଆ

କନକ ବ୍ୟୁରୋ: ପୁଣେର ଜଣେ ମହିଳାଙ୍କ କାହାଣୀ ଏବେ ଇଂଟରନେଟରେ ଅସଂଭବ ଚର୍ଚ୍ଚା ସୃଷ୍ଟି କରିଛି । କାହାଣୀଟି ଚମତ୍କାର ଏବଂ ଆକର୍ଷଣୀୟ । ଡିଜିଟାଲ ଯୁଗରେ ମଣିଷର ସ୍ୱପ୍ନ କେତେ ସହଜରେ ପୁରଣ ହୋଇପାରେ ବୈଷୟିକ ଜ୍ଞାନ କୌଶଳ କିଭଳି ମଣିଷର ଲକ୍ଷ୍ୟରେ ସାହାଯ୍ୟ କରେ, ବୃତିଗତ ସଫଳତା ଦେଇପାରେ ତାର…

ଗାନ୍ଧୀଜୀଙ୍କ ପରିକଳ୍ପିତ ରେମୁଣାର ‘ତୁଣ୍ଡରା’ ଗାଁ: ଘଣ୍ଟା ବାଜିଲେ ଏକାଠି ହୋଇ ଗାଁ ସଫେଇ କରନ୍ତି, ସାମୂହିକ…

କନକ ବ୍ୟୁରୋ: ଗାଁ’ରେ ରହିଛି ଭାରତର ପ୍ରକୃତ ଆତ୍ମା। ମହାତ୍ମା ଗାନ୍ଧୀଙ୍କ ଏହି ପଦକ କଥା ଆଜି ବି ବଡ଼ ବଡ଼ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଗାଁ କଥା କହିବାକୁ ଯାଇ ବାପୁ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ, ଯାହା ଆଜିର ଦିନରେ ଅନେକ…

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ: ୨୦୧୯-୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୫ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଞ୍ଜୁରି ପ୍ରଦାନ କରାଯିବ।…

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

କନକ ବ୍ୟୁରୋ: ପବିତ୍ର କାର୍ତିକ ମାସରେ ଆଜିଠାରୁ ପଂଚୁକ ବ୍ରତ ଆରମ୍ଭ ହୋଇଛି । ପଂଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ ଜମିଛି । ଆଜି ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ଶ୍ରଜୀଉ । ପଂଚୁକ ୫ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପଂଚୁକ…