Daily Archives

October 23, 2019

ଧୋନିଙ୍କ ଅବସରକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । କହିଲେ ଏମିତି କଥା ।

କନକ ବ୍ୟୁରୋ : ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେବା ପରେ ବଡ ବୟାନ ଦେଇଛନ୍ତି ସୌରଭ ଗାଙ୍ଗୁଲି । ସାମ୍ବାଦିକ ସମ୍ମିଳନୀରେ ଧୋନୀଙ୍କ ଅବସରକୁ ନେଇ ଗାଙ୍ଗୁଲି ବଡ ବୟାନ ଦେଇଛନ୍ତି । ଧୋନୀ କେବେ ଅବସର ନେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଗାଙ୍ଗୁଲି କହିଛନ୍ତି, ମାହି ଭାରତୀୟ କ୍ରିକେଟରେ…

ଶୁଭୁଛି ସ୍ୱାଭିମାନ ଅଂଚଳର ଗର୍ଜନ। ପ୍ରଜାମେଳିରେ ଦୁଃଖ ବଖାଣିଲେ ସ୍ୱାଭିମାନୀ ମଣିଷ। ଗ୍ରାଉଣ୍ଡଜିରୋରେ ପହଁଞ୍ଚି ଦୁଃଖ…

କନକ ବ୍ୟୁରୋ: ଆଶାନ୍ତ ଲାଲଗଡ । ମେଳି ପରେ ମେଳି କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷ । ଦୁର୍ଗମ ନାକାମାମୁଡି ପଂଚାୟତ ଅନ୍ତର୍ଗତ ଖଜୁରିଗୁଡା ଗାଁରେ ପୁଣି ଏକ ପ୍ରଜାମେଳି କରି ଗଣମାଧ୍ୟମ ସମ୍ମୁଖରେ ନିଜ ଦାବୀ ବଖାଣିଛନ୍ତି । ଦାବି ଜଣାଇବା ପାଇଁ…

ଭଦ୍ରକର ଭିନ୍ନ ଜଣେ ବ୍ୟକ୍ତିତ୍ୱ ଶ୍ରୀଧର ମହାଳିକ। ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ, ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି…

କନକ ବ୍ୟୁରୋ: ଭଦ୍ରକ ଭିନ୍ନ ଜଣେ ବ୍ୟକ୍ତିତ୍ୱ ଶ୍ରୀଧର ମହାଳିକ । ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ, ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି ଶ୍ରୀଧର । ଯଦିଓ ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଅନେକ କଷ୍ଟ ସହିବାକୁ ପଡିଛି । ତଥାପି ସେ ଆଗକୁ ବଢିଛନ୍ତି । ଦିବ୍ୟାଙ୍ଗ ହୋଇ ବି ପେଟ…

ଦୀପାବଳି ବେଳକୁ କମିବ ବର୍ଷା ! ୨୬ ଯାଏଁ ରହିବ ଲଘୁଚାପର ପ୍ରଭାବ। ଦୁଇ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ: ଆଜି ସକାଳୁ ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାକୁ ଦେଖି ଦୀପାବଳି ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ, ଦୀପାବଳିରେ ପ୍ରବଳ ବର୍ଷା ହେବ, ପାଗ କୋହଲା ରହିବ ବାଣଫୁଟେଇବାର ମଜା ରହିବ ନାହିଁ ବୋଲି ଏମିତି ଅନେକ କଥା କୁହାଯାଉଥିବା ବେଳେ ଆଜି…

ବ୍ୟାଙ୍କ୍ ଉପରେ ସନ୍ଦେହ ପ୍ରକାଶ କଲେ ସରକାର: ବ୍ୟାଙ୍କରେ ଟଙ୍କା ନିରାପତ୍ତା ନେଇ ସତର୍କ କରାଇଲେ; ସବୁ ବିଭାଗକୁ ଚିଠି…

କନକ ବ୍ୟୁରୋ: ବ୍ୟାଙ୍କ ଉପରେ ସରକାରଙ୍କ ସନ୍ଦେହ । ବ୍ୟାଙ୍କରେ ଜମା ଟଙ୍କାର ନିରାପତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସରକାର । ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ସରକାରଙ୍କ ପ୍ରମୁଖ ସଚିବ । ଗତ ୨୧ ତାରିଖରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି, ବ୍ୟାଙ୍କଗୁଡିକର ଅବସ୍ଥା ଭଲ ନାହିଁ…

ବୁର୍ଲାରେ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତର ମାଡ ମାରିବା ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଜବ ଯୁକ୍ତି;…

କନକ ବ୍ୟୁରୋ: ବୁର୍ଲାରେ ଡାକ୍ତରଙ୍କ ମାଡ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଅଜବ ଯୁକ୍ତି ଦେଇଛନ୍ତି । ସେ କହିଛନ୍ତି, ଆରଡିସି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟାନଷ୍ଠାନ ହେବ । ଏଥିରେ କିଛି ବିଳମ୍ବ ହେଉନି । ସ୍ୱାମାଦିକଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ କରିଥିଲେ,…