Daily Archives

July 21, 2019

୬ଟି ଜିଲ୍ଲାରେ ଛେଚିବ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ।

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାକୁ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏପରିକି ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ…

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ୩ଟି ଫର୍ମାଟରେ ଭାରତୀୟ ଦଳର ମଙ୍ଗ ଧରିବେ କୋହଲି, ନୂଆ…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ତିନିଟି ଫର୍ମାଟ୍ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ତିନୋଟି ଟି ୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ତିନିଟି ଯାକ ଫର୍ମାଟରେ ଭାରତୀୟ ଦଳର…

ପାଟକୁରା ନିର୍ବାଚନ ନେଇ ବିଜେପି ଆଣିଲା ଅଭିଯୋଗ: ପ୍ରେସମିଟ୍ କରି କହିଲେ, ନିର୍ବାଚନରେ ହେରଫେର କରିଛି ବିଜେଡି

କନକ ବ୍ୟୁରୋ: ପାଟକୁରାରେ ବିଜେଡି ଅନିୟମିତତା କରିଛି ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପିର ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ ଆଣିଛନ୍ତି, ବିଜେଡି ଏବଂ ନବୀନ ପଟ୍ଟନାୟକ ହାରିବା ଭୟରେ ଅଗଣତାନ୍ତ୍ରିକ ପନ୍ଥା ଆପଣେଇଛନ୍ତି । ଯେଉଁ ସମ୍ଭାବନା ନେଇ ସିଇଓ ଓ ଅନ୍ୟ…

ଲିଫ୍ଟ ଭିତରେ ଫଶି ରହିଲେ ରୋଗୀଙ୍କ ସମ୍ପର୍କୀୟ: ଅଧ ଘଂଟାରୁ ଅଧିକ ସମୟ କାଳ ଲିଫ୍ଟ ଭିତରେ ବନ୍ଦ

କନକ ବ୍ୟୁରୋ: ଲିଫ୍ଟରେ ଫସିଗଲେ ରୋଗୀଙ୍କ ସମ୍ପର୍କୀୟ । ଆଉ ଅଧାବାଟରେ ଅଟକିଗଲା ଲିଫ୍ଟ । ଏଭଳି ଘଟଣା ଘଟିଛି କୋରାପୁଟରେ । କୋରାପୁଟର ଲକ୍ଷ୍ମଣ ସହିଦ ନାୟକ ମେଡିକାଲ କଲେଜର ହସପିଟାଲରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲିଫ୍ଟରେ ରୋଗୀଙ୍କ ସମ୍ପର୍କୀୟ ମେଡିସିନ ୱାର୍ଡକୁ ଯାଉଥିଲେ । ଏହି ସମୟରେ…

ଦେଶରେ ଥମୁନି ଭିଡତନ୍ତ୍ର ହିଂସା: ବିହାର ପରେ ଝାଡଖଣ୍ଡରେ ୪ ଜଣଙ୍କୁ ପିଟିପିଟି ହତ୍ୟା

କନକ ବ୍ୟୁରୋ: ହିନ୍ଦୀ ଭାଷାଭାଷୀ ଅଂଚଳରେ ଭିଡିହିଂସା ଘଟଣା ବଢିବାଲେ ଲାଗିଛି । ଉତ୍ତରପ୍ରଦେଶ, ବିହାର ପରେ ପରେ ଏବେ ଝାଡଖଣ୍ଡରେ ବି ଭିଡ ନେଇଛି ୪ ଜଣଙ୍କର ଜୀବନ । ଝାଡଖଣ୍ଡର ଗୁମଲାରେ ୪ ଜଣଙ୍କୁ ପିଟି ପଟି ହତ୍ୟା କରାଯାଇଛି । କାରଣ ଅସ୍ପଷ୍ଟ ହୋଇନଥିଲେ ମଧ୍ୟ ଡାହାଣୀ ସନ୍ଦେହରେ ଏଭଳି…

ଆଜିଠୁ ଆରମ୍ଭ ବଡ଼ଦାଣ୍ଡ ମହୋତ୍ସବ। ଏଣିକି ପ୍ରତି ରବିବାର ପୁରୀ ବଡଦାଣ୍ଡରେ ଭଜନ ସଂକିର୍ତ୍ତନ ସହ ଦେଖିବାକୁ ମିଳିବ ଝୋଟି…

କନକ ବ୍ୟୁରୋ: ଆଜିଠୁ ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ମହୋତ୍ସବ । ଭଜନ ସଂକିର୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସୁଚି ବଡ଼ଦାଣ୍ଡ । ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଛି ପୁରୀ ଜିଲ୍ଲା ପ୍ରଶାସନ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା…