Daily Archives

July 21, 2019

ଖାଦ୍ୟ ଫୋପାଡିଲେ ଲାଗିବ ଜରିମାନା ! ବିବାହ କିମ୍ବା ବ୍ରତ ଭୋଜିରେ ଖାଦ୍ୟର ଅପଚୟକୁ ସହ୍ୟ କରିବେନି ସରକାର , ସଂଚାଳକଙ୍କ…

ବିବାହ ଭୋଜିରେ ଖାଦ୍ୟ ଫୋପାଡିଲେ ଲାଗିବ ଜରିମାନା । ଖାଦ୍ୟ ଫୋପାଡୁଥିବା ହୋଟେଲ୍ , ରେସ୍ତୋରାଁ ଏବଂ ବିବାହ ଘର ସଦସ୍ୟଙ୍କୁ ଗଣିବାକୁ ପଡିବ ୫ ଲକ୍ଷ ଟଙ୍କା ଜରିମାନା । ଏଫଏସଏସଏଆଇ ଏହାର ଡ୍ରାଫ୍ଟ୍ ପ୍ରସ୍ତୁତ କରିସାରିଛି । ଏହି ଡ୍ରାଫ୍ଟକୁ ମଞ୍ଜୁର କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ…

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଉ କିଛି ସମୟ ପରେ ଘୋଷଣା ହେବ ଟିମ୍ ଇଣ୍ଡିଆ । ପଦାର୍ପଣ ଅପେକ୍ଷାରେ ୫ ଯୁବ କ୍ରିକେଟର୍,…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଘୋଷଣା ହେବ ଟିମ୍ ଇଣ୍ଡିଆ । କିଏ ରହିବ ଦଳରେ, କିଏ ପଡିବ ବାଦ୍, କେଉଁ ଯୁବ ଚେହେରାଙ୍କୁ ଦଳରେ ମିଳିବ ସ୍ଥାନ, ତା ଉପରେ ରହିଛି ସମସ୍ତଙ୍କ ନଜର । ଆଜି ମୁମ୍ୱାଇରେ ୫ ଜଣ ଚୟନକର୍ତା ଓ ଅଧିନାୟକ ବିରାଟ କୋହଲିଙ୍କ ବୈଠକ ପରେ ଘୋଷଣା ହେବ ଦଳ ।…

ଚୋରା କୋଇଲା ବୋଝେଇ ଗାଡିକୁ ଧରିବାକୁ ପିଛା କଲା ପୋଲିସ। କନେଷ୍ଟବଳଙ୍କ ଉପରେ ଗାଡି ମଡାଇ ଫେରାର ହୋଇଗଲେ ମାଫିଆ

କନକ ବ୍ୟୁରୋ: ପୋଲିସ ପିଛା କଲା ଚୋରା କୋଇଲା ବୋଝେଇ ଗାଡିକୁ । ଜବାବରେ ପୋଲିସ ଉପରେ ଗାଡି ଚଢେଇ ଫେରାର ହୋଇଗଲେ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଂଚଳରେ । କୋଇଲା ଚୋରାଚାଲାଣକୁ ରୋକିବାକୁ ପୋଲିସ କୋଇଲା ଚାଲାଣ ଗାଡିକୁ ପିଛା କରୁଥିବା ବେଳେ କୋଇଲା…

ଏଲଆଇସିର ଦମଦାର ପିଲିସି: ମାତ୍ର ୧୫ ଟଙ୍କା ଖର୍ଚ୍ଚ କଲେ ମିଳିବ ଲକ୍ଷେ ଟଙ୍କାର ଫାଇଦା,  ଦରକାରୀ ସମୟରେ ମିଳିବ ଫେରସ୍ତ…

ସାଧାରଣତଃ ପ୍ରତ୍ୟେକ ଲୋକଙ୍କର ଗୋଟିଏ ସ୍ୱପ୍ନ ଥାଏ କି ତାଙ୍କ ପୁଅ ଝିଅମାନଙ୍କର ଭବିଷ୍ୟତ ଯେଭଳି ଭଲ ହେଉ । ହେଲେ ପାଖରେ ଅର୍ଥର ଘୋର ଅଭାବ କାରଣରୁ ଅଧିକାଂଶ ଲୋକଙ୍କୁ ନିଜ ମନକୁ ବୁଝାଇବାକୁ ପଡିଥାଏ । ତେବେ ଲୋକଙ୍କର ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ତରଫରୁ ଏକ ଯୋଜନା …

ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଭଙ୍ଗାରୁଜା। ଯୁବକଙ୍କ ଉନ୍ମତକାଣ୍ଡରେ ଆଉଟଡୋର ଚୁରମାର

କନକ ବ୍ୟୁରୋ: ରଣକ୍ଷେତ୍ର ପାଲଟିଲା ଉଦଳା ଉପଖଣ୍ଡ ଡାକ୍ତରଖାନା । ଗତକାଲି ରାତିରେ କିଛି ଯୁବକ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗଣ୍ଡଗୋଳରେ ଆଉଟଡୋର ଚୁରମାର ହୋଇଯାଇଛି । ଗଣ୍ଡଗୋଳ ଘଟାଇଥିବା ୩ ଯୁବକଙ୍କୁ କାବୁ କରିଛି ଉଦଳା ପୋଲିସ । ଗଣ୍ଡଗୋଳ ପରେ ଡାକ୍ତରଖାନା ଡାକ୍ତର ଓ…

ଦିଲ୍ଲୀ ରାଜନୀତିକୁ ଆଉ ଏକ ଝଟକା ! ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ଙ୍କ ନିଧନ ପରେ ବିଜେପିର ଏହି ବରିଷ୍ଠ ନେତା…

ଶନିବାର ଦିଲ୍ଲୀରେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତ୍ ଙ୍କ ନିଧନ ପରେ ରବିବାର ଦିଲ୍ଲୀ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ବିଧାୟକ ଏବଂ ବରିଷ୍ଠ ସଂଘ ସହଯୋଗର ମାଙ୍ଗେ ରାମ୍ ଗର୍ଗଙ୍କ ନିଧନ ହୋଇଯାଇଛି । ସେ ଦୀର୍ଘ ସମୟରୁ ରୋଗରେ ଥିଲେ ଏବଂ ଦିଲ୍ଲୀର ଏକ୍ସନ୍ ବାଲାଜୀ ହସ୍ପିଟାଲରେ…