Daily Archives

July 12, 2019

ବାହୁଡା ଯାତ୍ରାରେ ଅଘଟଣ । ରଥ ଦେଖୁଥିବା ବେଳେ ଭୁଶୁଡିଲା ଛାତ, ୧୦ ଛାତ୍ରୀ ଗୁରୁତର ।

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ବଡ ଅଘଟଣ । ଛାତ ଭୁଶୁଡି ଗୁରୁତର ଆହତ ହୋଇଛନ୍ତି ଏକାଧିକ ଛାତ୍ରୀ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଆଜି ପ୍ରବଳ ଜନସମାଗମ ହୋଇଥିଲା । ପ୍ରବଳ ଭିଡ ଭିତରେ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଓଡ଼ିଶା ପ୍ରୀତି, ସଂସଦରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ନଜର ଆସିଲେ ନିର୍ମଳା ସୀତାରମଣ ।

କନକ ବ୍ୟୁରୋ: ସଂସଦରେ ସମ୍ବଲପୁରୀ ଶାଢ଼ୀ । ଏଭଳି କିଛି ଦୃଶ୍ୟ ଆଜି ରାଜ୍ୟସଭାରେ ଦେଖିବାକୁ ମିଳିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସମ୍ବଲପୁରୀ ଶାଢ଼ୀ ପରିଧାନ କରି ରାଜ୍ୟସଭାରେ କେନ୍ଦ୍ର ବଜେଟକୁ ନେଇ ଅଭିଭାଷଣ ରଖିଥିବା ନଜର ଆସିଛନ୍ତି । ତେବେ ଓଡ଼ିଶାର ସମୃଦ୍ଧ କଳା ଏବଂ…

୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଲେ ମହାବାହୁ । ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ ।

କନକ ବ୍ୟୁରୋ : ସିଂହଦ୍ୱାର ସାମ୍ନାରେ ଲାଗିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି ମହାବାହୁ । ସନ୍ଧ୍ୟା ପୂର୍ବରୁ ତିନିଠାକୁରଙ୍କ ରଥ ସିଂହଦ୍ୱାର…

ବିଶ୍ୱକପ୍ ପରେ ବିରାଟଙ୍କୁ ବିଶ୍ରାମ ! ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ଭାରତର ମଙ୍ଗ ଧରିପାରନ୍ତି ରୋହିତ ।

କନକ ବ୍ୟୁରୋ : ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ କେବଳ ଗୋଟିଏ ମ୍ୟାଚ୍ ଛାଡି ସବୁ ମ୍ୟାଚରେ ଦର୍ଶକଙ୍କ ହୃଦୟ ଜିଣି ବଡ ବଡ ଜିତ୍ ହାସଲ କରୁଥିବା ଟିମ୍ ଇଣ୍ଡିଆର, ସେମି ଫାଇନାଲରେ ଏଭଳି ପରାଜୟ ଶହେ କୋଟିି କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଭାଂଗି ଦେଇଛି । ଆଉ ଯେତେବେଳେ ଟିମ୍ ଇଣ୍ଡିଆ, ସେମିଫାଇନାଲରେ…

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୧୬ ଯାଏଁ ପ୍ରବଳ ବର୍ଷିବ ।

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ…

ଜୟ-ପ୍ରଦୀପ୍ତଙ୍କ ମଝିରେ ‘ବିରୋଧୀ ନେତା ବାଡ‘ ? ଜଣେ ଆଟାକ୍ କଲେ ଆଉ ଜଣେ ଛିଗୁଲେଇଲେ…

କନକ ବ୍ୟୁରୋ: ବିରୋଧୀ ଦଳ ନେତା ନେଇ ଆରମ୍ଭ ହେଲା ଅସଲି ଯୁଦ୍ଧ । ବିରୋଧୀ ଦଳ ନେତା ଘୋଷଣା ପରେ ଦୀର୍ଘ ସତର ଦିନ ଧରି ଯେଉଁ ଶୀତଳଯୁଦ୍ଧ ଚାଲିଥିଲା ଆଜି ତାହା ସାମ୍ନାକୁ ଆସିଲା । ପ୍ରଦୀପ୍ତ-ଜୟନାରାୟଣଙ୍କ ମଧ୍ୟରେ ଲାଗି ରହିଥିବା ଭିତିରି ଫାଇଟ ଶେଷରେ ପଦାରେ ପଡିଲା । ତେବେ ବିରୋଧୀ ଦଳ ନେତା…