Daily Archives

July 12, 2019

ଓଡିଶାକୁ ଚରମ ଅବହେଳା : କେନ୍ଦ୍ର ପର୍ଯ୍ୟଟନ ବିକାଶ ତାଲିକାରେ ନାହିଁ ଓଡିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ, ଶୂନ୍ୟକାଳରେ…

କନକ ବ୍ୟୁରୋ : ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଅବହେଳା କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଦେଶର ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ନାହିଁ । ଅନେକ ଗୁରୁତ୍ବପୂର୍ଣ୍ଣ ଐତିହ୍ୟ ଏବଂ ପର୍ଯ୍ୟଟ ସ୍ଥଳୀ…

ନିଜକୁ ବୁଝେଇ ବୁଝେଇ ନୀଳାଚଳ ଫେରୁଛି ନଟନାଗର: ରଥରେ ବସିଛି ସିନା ମନ ଛାଡି ଆସିଛି…

କନକ ବ୍ୟୁରୋ: ଚାହୁଁ ଚାହୁଁ ୯ ଦିନ ବିତି ଗଲା । ଗୁରୁବାର ଯାଇଥିଲେ, ଶୁକ୍ରବାର ଫେରି ଆସିଲେ । ଗୁଣ୍ଡିଚା ମନ୍ଦିରରେ କେତେବେଳେ ଯେ ସବୁ ସମୟଗୁଡା ସରିଗଲା ଜାଣି ପାରିଲାନି ଜଗା । ଗତ ଗୁରୁବାର ଦିନ ଏତେବେଳକୁ ଜଗା ଭାରି ଖୁସି ଥିଲା । ତା ମନ ଆଉ ଦେଉଳ ଭିତରେ ନଥିଲା । ଘରକୁ ଯିବ ବୋଲି…

ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ନିଷ୍ପତି ନେଇପାରିବେନି…

କନକ ବ୍ୟୁରୋ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି । ମଙ୍ଗଳବାର ଯାଏଁ ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଇସ୍ତ୍ରଫା ଓ ଅଯୋଗ୍ୟତା ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତି ନ ନେବାକୁ କୋର୍ଟ ଆଜି କହିଛନ୍ତି ।…

ଆରମ୍ଭ ହେଲା ରଥଟଣା : ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିର ଫେରୁଛନ୍ତି ମହାବାହୁ

କନକ ବ୍ୟୁରୋ : ଛେରାପହଁରା ନୀତି ଶେଷ ହେଲା । ସଅଳ ସଅଳ ନୀତି ସରିବାରୁ ନିର୍ଦ୍ଧାରିତ ସମୟରୁ ଆରମ୍ଭ ହେଲା ରଥଟଣା । ପ୍ରଥମେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାବାହୁ ।…

ପୁଣି ଭକ୍ତଙ୍କୁ ଦର୍ଶନ ଦେଲେ ସାଇବାବା ! ମନ୍ଦିର କାନ୍ଥରେ ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରକଟ ହେବା ନେଇ ଭକ୍ତଙ୍କ…

ପୁଣି ଭକ୍ତଙ୍କୁ ଦେଖା ଦେଲେ ସାଇବାବା ! ମସଜିଦ୍ କାନ୍ଥରେ ପ୍ରକଟ ହେଲା ସାଇବାବାଙ୍କର ଛବି । ଗୁରୁବାର ରାତି ପ୍ରାୟ ୧୧: ୩୦ରେ ଆରତି ଚାଲିଥିବା ବେଳେ ମହାରାଷ୍ଟ୍ରର ଶିରିଡ଼ି ଜିଲ୍ଲାସ୍ଥିତ ସାଇବାବାଙ୍କ ସମାଧିର ଖୁବ୍ ନିକଟରେ ଥିବା ଦ୍ୱାରକାମଇ ମସଜିଦର କାନ୍ଥରେ ଶିରିଡ଼ି ସାଇବାବାଙ୍କର ଚିତ୍ର…

ରାଜଧାନୀର ଆଶ୍ରମ ସ୍କୁଲରେ ଛାତ୍ରୀ ହୋଇନଥିଲେ ଗର୍ଭବତୀ। ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର, ଖରା ଛୁଟିରେ ଘରକୁ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସେବାଶ୍ରମରେ ଆଦିବାସୀ ଛାତ୍ର ଗର୍ଭବତୀ ଘଟଣା । ଆଜି ବିଧାନସଭା ଗୃହରେ ସ୍ପଷ୍ଟିକରଣ ରଖିଛନ୍ତି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆଶ୍ରମ ସ୍କୁଲରେ ନୁହେଁ ବରଂ ଘରେ ଥିବା ବେଳେ ଗର୍ଭବତୀ…