Daily Archives

June 4, 2019

ବଡ ଲଢେଇ ପୂର୍ବରୁ ଦକ୍ଷିଣଆଫ୍ରିକାକୁ ବଡ ଝଟକା । ବିଶ୍ୱକପରୁ ବାଦ୍ ପଡିଲେ ଦଳର ଅଭିଜ୍ଞ ବୋଲର ଡେଲ୍ ଷ୍ଟେନ୍ ।

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ର ବଡ ଲଢେଇ ପୂର୍ବରୁ ଦକ୍ଷିଣଆଫ୍ରିକାକୁ ଲାଗିଛି ବଡ ଝଟକା । କାନ୍ଧରେ ଆଘାତ ଲାଗିଥିବା କାରଣରୁ ବିଶ୍ୱକପରୁ ବାଦ ପଡିଛନ୍ତି ସାଉଥଆଫ୍ରିକାର ଅଭିଜ୍ଞ ବୋଲର ଡେଲ୍ ଷ୍ଟେନ୍ । ଆସନ୍ତାକାଲି ଟିମ୍ ଇଣ୍ଡିଆକୁ ଭେଟିବ ଦକ୍ଷିଣଆଫ୍ରିକା । ଆଉ ଏହା…

ଆଉ ଏକ ବିଶ୍ୱ ରେକର୍ଡ କରିବାକୁ ଯାଉଛି ଭାରତ । ନିର୍ମାଣ ହେଉଛି ବିଶ୍ୱର ସବୁଠୁ ବଡ ଶିବ ପ୍ରତିମା, ଅଗଷ୍ଟ ସୁଦ୍ଧା ଶିବ…

ଆଉ ଏକ ବିଶ୍ୱ ରେକର୍ଡ କରିବାକୁ ଯାଉଛି ଭାରତ । ବିଶ୍ୱର ସବୁଠୁ ବଡ ଶିବ ପ୍ରତିମା ତଥା ଦୁନିଆର ଚତୁର୍ଥ ସବୁଠୁ ବଡ ପ୍ରତିମୂର୍ତ୍ତି ଭାରତରେ ନିର୍ମାଣ ହେଉଛି । ଏହି ଶିବ ପ୍ରତିମୂର୍ତ୍ତି ରାଜସ୍ଥାନର ନାଥଦ୍ୱାରାରେ ନିର୍ମିତ କରାଯାଇଛି ଓ ଅଗଷ୍ଟ ଶେଷ ସୁଦ୍ଧା ଭୋଳାବାବାଙ୍କର ଏହି…

କାଲିଠୁ ବିରାଟ ବାହିନୀର ବିଶ୍ୱକପ ଅଭିଯାନ । ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ଭେଟିବ ଭାରତ, କିଏ ମାରିବ ବାଜି ?

କନକ ବ୍ୟୁରୋ : ଯେଉଁ ଦିନକୁ ସାରା ଭାରତବର୍ଷ ଅପେକ୍ଷା କରି ରହିଥିଲା, ସେହି ଦିନ ଏବେ ଆସିଯାଇଛି । ବିଶ୍ୱକପ ଆରମ୍ଭର ୬ ଦିନ ପରେ ଆସନ୍ତାକାଲି ମଇଦାନକୁ ଓହ୍ଲାଇବାକୁ ଯାଉଛି ବିରାଟ ବ୍ରିଗେଡ୍ । ସାମ୍ନାରେ ରହିଛି ସାଉଥଆଫ୍ରିକା । ଅର୍ଥାତ ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରେ କାଲି…

ସାଟେଲାଇଟରୁ ସର୍ଚ୍ଚ ଅପରେସନ, ‘ଇସ୍ରୋ’ ଖୋଜୁଛି ବାୟୁସେନାର ନିଖୋଜ ବିମାନ ।

କନକ ବ୍ୟୁରୋ: ଭାରତୀୟ ବାୟୁସେନା ବିମାନ ଏଏନ-୩୨ର ନିଖୋଜ ଘଟଣାକୁ ୨୪ ଘଣ୍ଟା ପୁରିଲାଣି, ହେଲେ କୁଆଡ଼େ ଗଲା ବିମାନ ତାହାର ପତ୍ତା ଏଯାବତ୍ କାହା ହାତରେ ଲାଗିନାହିଁ । ତେବେ ବର୍ତ୍ତମାନ ଏହି ବାୟୁସେନା ବିମାନକୁ ଖୋଜିବାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ‘ଇସ୍ରୋ’ ସାମିଲ ହୋଇଛି ।…

ବିଶ୍ୱକପ ବ୍ୟାଟେଲ୍ । ଟସ୍ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତି, ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା ।

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟରେ ଆଜି ଖେଳାଯାଉଛି ସପ୍ତମ ମ୍ୟାଚ । ସୋଫିଆ ଗାର୍ଡେନ୍ କାର୍ଡିଫରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି । ତେବେ ପ୍ରଥମେ ଟସ୍ ଜିତି ଆଫଗାନିସ୍ତାନ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଟସ୍ ହାରି ବ୍ୟାଟିଂ ଜାରି ରଖିଛି ଶ୍ରୀଲଙ୍କା । ରିପୋର୍ଟ ଲେଖା ସୁଦ୍ଧା…

ନୂଆ ସରକାର ପରେ ଫେରିଲା ‘ଆୟୁଷ୍ମାନ’ । ସଚିବାଳୟରେ ହେଲା ଉଚ୍ଚସ୍ତରୀୟ ବୈଠକ, ଓଡ଼ିଶାରେ ଲାଗୁ ହେବ କି ଆୟୁଷ୍ମାନ ଭାରତ?

କନକ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡିଶା ? ଏ ନେଇ ଆଜି ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସି ଆଲୋଚନା ହୋଇଛି । ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି…