Daily Archives

May 16, 2019

ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚ୍ୟାଲେଞ୍ଜ : ଅଭିଯୋଗ ସାବ୍ୟସ୍ତ କର, ନହେଲେ ଜେଲ ପଠାଇବା ଥୟ 

କନକ ବ୍ୟୁରୋ : ପଶ୍ଚିମବଙ୍ଗ ହିଂସା ପରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ନିର୍ବାଚନୀ ମାହୋଲରେ ଏପରି ଘଟଣା ପାଇଁ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି । ଏହିକ୍ରମରେ ମୋଦି ବିରୋଧୀ ଏକାଠି ହେଲେଣି । ମମତାଙ୍କ ପଛରେ ଛିଡା ହେଲେ ସମସ୍ତ ବିରୋଧୀ । ମାୟାବତୀଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧି,…

କାହା ନିର୍ଦ୍ଦେଶରେ ଶତ୍ରୁ ଶିବିରକୁ ଛାରଖାର କରିଦେବେ ଭାରତର ସ୍ପେଶାଲ ଫୋର୍ସ । ଜାଣନ୍ତୁ କିଏ ହେଲେ ସର୍ଜିକାଲ…

କନକ ବ୍ୟୁରୋ : ଥରହର ହେବ ଶତ୍ରୁ ଶିବିର ! କିଛି ଭାବିବା ପୂର୍ବରୁ ଆଖିପିଛୁଳାକେ ହେବ ଆକ୍ରମଣ । ଏଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରୁଛି ଭାରତ । ଏଣିକି ଶତ୍ରୁଙ୍କୁ ଘାରିବ ଭାରତ ଭୟ । ସର୍ଜିକାଲ ଷ୍ଟ୍ରାଇକ ଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରିବାକୁ ଅଣ୍ଟା…

ବାପା କରୁଛନ୍ତି ଚୌକିଦାରୀ, ମା’ ହେଉଛନ୍ତି ଶ୍ରମିକ ! ହେଲେ, ନିଜ ଅଧ୍ୟବୟସା ବଳରେ ପୁଅ ପାଇଲେ ୫୦୦ରୁ ୪୯୯ ନମ୍ବର

କନକ ବ୍ୟୁରୋ : ମନରେ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ଯେତେ ଜଟିଳ ସ୍ଥିତି ଆସିଲେ ମଧ୍ୟ ନିଜ ମନରେ ଥିବା ଦୃଢ ବିଶ୍ୱାସ ଓ ଅଧ୍ୟବୟସା ବଳରେ ମଣିଷ ସବୁ କିଛି ସମ୍ଭବ କରିପାରେ । ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ପ୍ରଦେଶରେ ଦେଖିବା ପାଇଁ ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ବଢିଲା ବିବାଦ! ବଢିପାରେ ଚାଇନା ସାମଗ୍ରୀର ଦର ।

ଆମେରିକା ସହ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ସମକକ୍ଷ ଡୋନାଲଡ ଟ୍ରମ୍ପଙ୍କ ଉପରେ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କୌଣସି ବି ଦେଶ ଅଲଗା ରହିପାରିବ ନାହିଁ । ସାରା ବିଶ୍ୱ ପାଇଁ ନିଜ ଦ୍ୱାରା ବନ୍ଦ କରିପାରିବ…

ସରିଲା ଲୁଚକାଳି ଖେଳ : ପରିଶେଷରେ ବାଲୁଖଣ୍ଡରେ ହରିଣଙ୍କ ଠିକଣା ଠାବ କଲା ଡ୍ରୋନ୍

କନକ ବ୍ୟୁରୋ : ଅନେକ ଦିନର କଳ୍ପନାଜଳ୍ପନାର ପୂର୍ଣ୍ଣଛେଦ ପକାଇ ବାଲୁଖଣ୍ଡ ଅଭୟାରଣ୍ୟରେ ଦେଖାଦେଲେ ଚିତ୍ରା ହରିଣ । ସାମୁଦ୍ରକି ବାତ୍ୟା ଫୋନିର ତାଣ୍ଡବ ପରେ ହରିଣଙ୍କୁ ଧରି ସସପେନ୍ସ ଜାରି ରହିଥିଲା । ବାଲୁଖଣ୍ଡରେ ଥିବା ହରିଣ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ବିଭିନ୍ନ ପ୍ରକାର ଖବର ଶୁଣିବା…

ମେଡିକାଲ ଜଗତରେ ପ୍ରଥମ ଘଟଣା : ଚିକିତ୍ସା ସମୟରେ ମହିଳାଙ୍କ ମୁହଁରେ ହେଲା ବିସ୍ଫୋରଣ

ଉତ୍ତର ପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି, ଯେଉଁଠି ଏଏମୟୁର ଜେଏଏନ ମେଡିକାଲ କଲେଜରେ ଚିକିତ୍ସା କରୁଥିବା ସମୟରେ ମହିଳାଙ୍କ ମୁହଁରେ ବିସ୍ଫୋରଣ ହେଲା । ଏହା ଦ୍ୱାରା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ଚିକିତ୍ସକମାନେ ମଧ୍ୟ ଆଶ୍ଚର୍ଯ୍ୟରେ ପଡିଯାଇଛନ୍ତି ।…