Daily Archives

May 9, 2019

ଓଡ଼ିଶା ଭବନରେ ରିଲିଫ୍ ରଖିବା ପାଇଁ ମିଳିଲାନି ଅନୁମତି । କେରଳ ଭବନରେ ରହିଲା ବାତ୍ୟା ବିପନ୍ନଙ୍କ ରିଲିଫ୍ ସାମଗ୍ରୀ

କନକ ବ୍ୟୁରୋ : ରିଲିଫ ଆସିଥିଲା ଓଡିଶାର ବାତ୍ୟା ବିପନ୍ନଙ୍କ ପାଇଁ କିନ୍ତୁ ଅଟଳିଗଲା ଅଧାରାସ୍ତାରେ ।  କାହିଁକି ନା ରିଲିଫ ସାମଗ୍ରୀକୁ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନଥିଲା । ଏପରି ଘଟଣା ଘଟିଛି ମୁମ୍ବାଇ ଓଡିଶା ଭବନରେ । ଓଡିଆ କମ୍ୟୁନିଟିର କିଛି ଲୋକ ରିଲିଫ ସାମଗ୍ରୀ ଆଣି…

ଆସନ୍ତା ୧୨ ତାରିଖରୁ ପୁରୀରୁ ଚାଲିବ ସମସ୍ତ ୧୮ ଯୋଡା ଟ୍ରେନ୍ । ସ୍ଥିତି ସମୀକ୍ଷା ପରେ ସ୍ପଷ୍ଟ କଲେ ପୂର୍ବତଟ ରେଳବାଇ…

କନକ ବ୍ୟୁରୋ : ପୁରୀ-ଭୁବନେଶ୍ୱର ରୁଟରେ ରେଳ ଚଳାଚଳ ନେଇ ସ୍ଥିତି ସମୀକ୍ଷା କରାଯାଇଛି । ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତଟ ରେଳବାଇ ଜିଏମ୍ ବିଦ୍ୟାଭୂଷଣ । ସେ କହିଛନ୍ତି, ବାତ୍ୟା ଫୋନିର ତାଣ୍ଡବରେ ପୂର୍ବତଟ ରେଳବାଇର ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି । ପୁରୀକୁ…

୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡକୁ ବିଜୁଳି । ସଚିବ କହିଲେ, ବିଦ୍ୟୁତ ଯୋଗାଣ ପାଇଁ ଜୋରସୋରରେ ଚାଲିଛି ଉଦ୍ୟମ,…

କନକ ବ୍ୟୁରୋ : ବାତ୍ୟା ଫୋନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ ଲୋକସମ୍ପର୍କ ସଚିବ ସମୀକ୍ଷା କରିଛନ୍ତି । ବିଦ୍ୟୁତ ଯୋଗାଣ ପାଇଁ ଜୋରସୋରରେ କାମ ଚାଲିଥିବା ସେ କହିଛନ୍ତି । ଯେତିକି ଟାର୍ଗେଟ୍ ରହିଛି ତାଠାରୁ ଅଧିକ କାମ…

ବାତ୍ୟା ଫୋନି ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲା କର୍ଣ୍ଣାଟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲା ୧୦ କୋଟି…

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡିଯାଇଛି ଅଧା ଓଡିଶା । ପୁଣି ଥରେ ଅଣ୍ଟା ସଳଖିବା ପାଇଁ ଓଡିଶା ଜୋରଦାର ପ୍ରୟାସ କରୁଥିବା ବେଳେ ବିଭିନ୍ନ ରାଜ୍ୟ ବଢାଉଛନ୍ତି ସହାୟତାର ହାତ । ଆଜି ବାତ୍ୟା ଫୋନି ପୀଡିତଙ୍କୁ ସାହାଯ୍ୟ ପାଇଁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା…

ଆଉ ଟଙ୍କା ପାଇଁ ଛଟପଟ୍ ହେବେନି ଲୋକେ । ବାତ୍ୟା ‘ଫୋନି’ ପରେ ପୁରୀ-ଖୋର୍ଦ୍ଧାରେ କାର୍ଯ୍ୟକ୍ଷମ ହେଲା ୨୨୦ ଏଟିଏମ୍ । 

କନକ ବ୍ୟୁରୋ : ସାମୁଦ୍ରିକ ଝଡ ‘ଫୋନି’ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଦୀର୍ଘ ୫ ଦିନ ବ୍ୟାଙ୍କିଙ୍ଗ୍‌ ସେବା ଠପ୍‌ ହେବା ପରେ ଗୁରୁବାର ଠାରୁ ପୁଣି ଥରେ ଏହା ଆରମ୍ଭ ହୋଇଯାଇଛି । ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୨୨୦ଟି ଏଟିଏମ୍‌ କାର୍ଯ୍ୟକ୍ଷମ…

କମାଲ କଲେ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ । ବାତ୍ୟାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୨୨ ନବଜାତ…

କନକ ବ୍ୟୁରୋ: ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ସାହାସ ଦେଖାଇଲେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକ । ଫଳରେ ବାତ୍ୟା ମୁହଁରୁ ବର୍ତ୍ତିଗଲେ ୨୨ଜଣ ନବଜାତ । ଗତ ୩ ତାରିଖରେ ବାତ୍ୟା ‘ଫୋନି’ ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇବାଥିବାବେଳେ ଡାକ୍ତରଖାନା ଶିଶୁ ବିଭାଗର…