Daily Archives

April 25, 2019

ରାଜ୍ୟର ୯ଟି ବୁଥରେ ଜାରି ରହିଛି ସାନି ମତଦାନ । ଅପରାହ୍ନ ୩ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ।

କନକ ବ୍ୟୁରୋ : ରାଜ୍ୟର ୯ଟି ବୁଥରେ ଜାରି ରହିଛି ସାନି ମତଦାନ । ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ଗୁରୁବାର ସାନି ମତଦାନ ଜାରି ରହିଛି । ଅପରାହ୍ନ ୩ଟା ଯାଏଁ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଏହି ୯ଟି ବୁଥରେ ଚଳିତ ମାସ ୧୮…

ସାଇକେଲରେ ସେକ୍ରେଟେରିଏଟ୍ । ମନ୍ତ୍ରୀ ହେଲେ, କିନ୍ତୁ ସାଇକେଲ୍ ଛାଡିଲେନି ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : କୋଟି ଓଡ଼ିଆ ପ୍ରାଣରେ ସ୍ପନ୍ଦନ ଭରି ଦେଇଥିବା ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାରର ଓଡ଼ିଶାର ରାଜନୀତିକୁ ଅବଦାନ କିଛି କମ୍ ନୁହେଁ । ତାଙ୍କ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ବିହାର ଓଡ଼ିଶା…

ରାଜ୍ୟର ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ଅପରାହ୍ଣ ୩ଟା ପର ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି  ।ଏନେଇ ସତର୍କ ସୂଚନା ଜାରି…

ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର ! କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ରାଜ୍ ବବର

କନକ ବ୍ୟୁରୋ : ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର । ଭଦ୍ରକର କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ରୋଡ ସୋ କରି ପ୍ରଚାର କରିଛନ୍ତି ରାଜ୍ ବବର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକ ପାଇଁ ଭୋଟ ପଡିବ । ରାଜ ବବର ହେଲିକପ୍ଟର ଯୋଗେ…

ଆସନ୍ତା ୩୦ରେ ତାମିଲନାଡୁ ଉପକୂଳ ଛୁଇଁପାରେ ବାତ୍ୟା ଫାନି । ଆଞ୍ଚଳିକ ପାଣିପାଗ ବିଭାଗ ଦେଲା ସୂଚନା

କନକ ବ୍ୟୁରୋ : ଆସୁଛି ବାତ୍ୟା ଫାନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେଇପାରେ । ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା…

ବୈଜୟନ୍ତଙ୍କୁ ପୁଣି ଘେରିଲା ବିଜେଡ଼ି ! ଇମ୍ଫା ସହ ପ୍ରତ୍ୟେକ୍ଷ ସମ୍ପର୍କ ଥିବା ଅଭିଯୋଗ, ପ୍ରାର୍ଥୀପତ୍ର ଖାରଜ କରିବା…

କନକ ବ୍ୟୁରୋ : ପୁଣି ବୈଜୟନ୍ତ ପଣ୍ଡାକୁ ଟାର୍ଗେଟ କଲୋ ବିଜେଡ଼ି । ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ରାଡ଼ାରରେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ…