Daily Archives

February 24, 2019

ଆଉ ଦୁର୍ଘଟଣାରେ ଯିବନି ବାଇକ୍ ଆରୋହୀଙ୍କ ଜୀବନ ! ଆସିଲା ନୂଆ ଟେକନିକ୍ , ଆକ୍ସିଡେଂଟ ହେଲା କ୍ଷଣି ଚାଳକଙ୍କୁ କରିବ କଭର

ଆମ ଶରୀରକୁ ସବୁଠାରୁ ବେଶି ବିପଦ ମୁଣ୍ଡରେ ଆଘାତ ଲାଗିବା କାରଣରୁ ହିଁ ହୋଇଥାଏ ଆଉ ଯଦି ତାହା ବହୁତ ଗମ୍ଭୀର ହୋଇଥିବ ତେବେ ଉକ୍ତ ବ୍ୟକ୍ତି କୋମା, ପାଗଳ, ସ୍ମୃତି ଶକ୍ତି ହରାଇବା କିମ୍ବା ଜୀବନ ବି ଚାଲିଯାଇପାରେ । ଦୁର୍ଘଟଣାରେ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକର କ୍ଷତି ଆପଣଙ୍କୁ ସାମାନ୍ୟ…

ଅଅଁଳାର ଅନେକ ଫାଇଦା : ମଧୁମେହ, କିଡନି ଷ୍ଟୋନ ଭଳି ଅନେକ ସମସ୍ୟାକୁ କରେ ଦୂର

ପ୍ରାଚୀନ କାଳରେ ଅଅଁଳାକୁ ରୋଗର ଚିକିତ୍ସା ପାଇଁ ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ବ୍ୟବହାର କରାଯାଉଥିଲା । ଏଥିରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍, ଆଇରନ, କେରୋଟିନ୍, ଭିଟାମିନ୍ ବି, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱ ରହିଥାଏ । ବିଶେଷ କରି ମହିଳାମାନେ କେଶକୁ ଘନ ଏବଂ…

ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ! ଏହାକୁ ବାସ୍ତବିକ ରୂପ ଦେଲେ ଶ୍ୟାମ ବାବୁ, ଡ୍ୟୁଟି ସାଙ୍ଗକୁ ପାଠପଢି…

ୟୁପି ପୁଲିସରେ ଦୀର୍ଘ ୧୪ ବର୍ଷ ଧରି କନେଷ୍ଟବଳ ପଦବୀରେ କାର୍ଯ୍ୟରତ ଶ୍ୟାମ ବାବୁ ପିସିଏସ-୨୦୧୬ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଦେଖାଇ ପାରିଛନ୍ତି କି, ଯଦି ଜଣେ ବ୍ୟକ୍ତି ନିକଟରେ ଆତ୍ମବିଶ୍ୱାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ କଲା ଭଳି…

ଯେତେବେଳେ କୋରିଆର ଶିଶୁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତରେ ଗାଇଲେ ଗୁଜରାତି ଭଜନ…ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରୀୟ ଆର୍ଥିକ ବୃଦ୍ଧିକୁ ଗତି ପ୍ରଦାନ ତଥା ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶୁକ୍ରବାର ଦିନ ୨୦୧୮ ବର୍ଷର ସିଓଲ ଶାନ୍ତି ପୁରସ୍କାର ତାଙ୍କୁ ପ୍ରଦାନ କରାଗଲା । ସିଓଲ ପିସ୍ ପ୍ରାଇଜ୍ ଫାଉଣ୍ଡେସନ…

ବର ଥିଲା, ବରଯାତ୍ରୀ ଥିଲେ, ନାଚ ଗୀତରେ ଫାଟି ପଡ଼ୁଥିଲା ପୂରା ମାହୋଲ ! ହେଲେ ମଦ୍ୟପ ବରକୁ ଦେଖି ବାହା ହେବାକୁ ମନା…

କନକ ବ୍ୟୁରୋ: ଶିଶୁପାଳ ହୋଇ ଫେରିଲା ବର । ମଦ୍ୟପ ବରର ହାତ ଧରିବାକୁ ମନା କଲା କନିଆଁ । କଳାହାଣ୍ଡି ଜୁନାଗଡ଼ ବ୍ଲକ ଦୁନ୍ଦେଲମାଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବେଦିରେ ମାତାଲ ବରର ହାତ ଧରିବାକୁ କନିଆ ମନା କରିବା ପରେ ଶିଶୁପାଳ ହୋଇ ଫେରିଛି ବର । ଧର୍ମଗଡ଼ ସହରର ତ୍ରିନାଥ…

ପାକିସ୍ତାନ-ଭାରତ ୱାଲ୍ଡକପ୍ ମ୍ୟାଚକୁ ନେଇ ସସପେନ୍ସ ଜାରି: ବିସିସିଆଇର କାର୍ଯ୍ୟକାରୀ ସଭାପତି କହିଲେ, ଖେଳକୁ ନେଇ…

କନକ ବ୍ୟୁରୋ: ପୁଲୱାମା ହମଲା ପରେ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବ କି ନାହିଁ ତାହାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କ୍ରିକେଟ୍ ପ୍ରଶାସକ କମିଟି ସ୍ପଷ୍ଟ କରିଛି ଚୂଡାନ୍ତ ନିଷ୍ପତି କେନ୍ଦ୍ର ସରକାର ନେବେ । ତେବେ ଓଡିଶା ଗସ୍ତରେ ଆସିଥିବା ବିସିସିଆଇର…