Daily Archives

February 13, 2019

କୋଷ୍ଟାଲ୍ ହାଇୱେ ବିବାଦ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲେ ଧର୍ମେନ୍ଦ୍ର ! କହିଲେ, ରାଜ୍ୟ ସରକାର ଜମି ଦେଲେ,…

କନକ ବ୍ୟୁରୋ : କୋଷ୍ଟାଲ୍ ହାଇୱେ ଓ ଚିଲିକା ଉପରେ ବ୍ରିଜ୍ ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କୋଷ୍ଟାଲ୍ ହାଇୱେ କରାଇ ନଦେବା ଘଟଣାରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୂଳ ଦୋଷୀ । ରାଜ୍ୟ ସରକାର ଜାଗା ଉପଲବ୍ଧତା କଲେ ଏନଏଚଏଆଇ ତା’କାମ କରିବ ।…

କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ…

କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ…

ପାୱାର କରିଡରରେ ଆରମ୍ଭ ହେଲା ଟିକେଟ ଲବି ! ସମର୍ଥକଙ୍କ ସହିତ ସଚିବାଳୟରେ ବିଜେଡି ଟିକେଟ୍ ଆଶାୟୀ

କନକ ବ୍ୟୁରୋ : ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେମିତି ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁଣି ନେତାମାନେ ଟିକେଟ୍ ପାଇଁ ଆରମ୍ଭ କରି ଦେଇଛନ୍ତି ଲବି । ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ଶାସକ ବିଜେଡି ଦଳର ନେତାମାନେ ଦଳୀୟ ଟିକେଟ୍ ଖଣ୍ଡିଏ ପାଇଁ ପାୱାର…

ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ମୋଦି! ଲୋକସଭାର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସରେ ମୁଲାୟମ ସିଂ ଯାଦବ କହିଲେ…

ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ଲୋକସଭାରେ ନିଜର ଭାଷଣରେ ମୁଲାୟମ କହିଛନ୍ତି ଯେ, ମୁଁ ଚାହୁଁଛି ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ  ।ଏପରିକି  ଯେତିକି ସଦସ୍ୟ ଚଳିତ ଥର…

ରାଜଧାନୀରୁ ଅଢେଇ କୋଟି ଟଙ୍କାର ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ ! ଅଭିଯୁକ୍ତ ସୟଦ ଜିଲନୁରକୁ ଗିରଫ କଲା କ୍ରାଇମବ୍ରାଞ୍ଚ…

କନକ ବ୍ୟୁରୋ : ରାଜଧାନୀରୁ ଜବତ ହେଲା ୨ କୋଟି ୫୦ ଲକ୍ଷ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ! ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିର ଯଦୁପୁର ଅଞ୍ଚଳର ଏକ ଘରୁ ଏହି ମୂର୍ତ୍ତି ଜବତ ହୋଇଥିବା ଜଣାପଡିଛି । ସୟଦ ଜିଲନୁର ଓରଫ ରାଜା ବେଆଇନ ଭାବେ ଏହି ମୂର୍ତ୍ତିକୁ ଅନେକ ବର୍ଷ ଧରି ନିଜ ପାଖରେ ରଖିଥିବା…

୫୦୦୦ କୋଟି ଟଙ୍କାର ବିନିଯୋଗ, ୧୨୦୦୦ ନିଯୁକ୍ତିର ଆଶା ଦେଖାଇ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିଭୂମି ରଖିଲେ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର…