Daily Archives

February 6, 2019

ଲଭ, ସେକ୍ସ, ଧୋକାର ତାଜୁବ କଲାଭଳି କାହାଣୀ ! କନ୍ଧମାଳ ଯୁବକଙ୍କ ଟାର୍ଗେଟରେ ଛାଡପତ୍ର ମହିଳା, ପ୍ରେମରେ ଫସାଇ ଶାରୀରିକ…

କନକ ବ୍ୟୁରୋ : କନ୍ଧମାଳର ଜଣେ ଯୁବକଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଏକାଧିକ ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ୍ କରି ନିଜର ଶିକାର ବନାନ୍ତି ଏହି ଯୁବକ । ଜଣଙ୍କ ଠାରେ ଉଦ୍ଦେଶ୍ୟ ପୂରଣ ହେଲା ପରେ ପୁଣି ଶିକାର ଖୋଜନ୍ତି । ତେବେ ଏହି ଯୁବକଙ୍କ ଶିକାର ହୋଇଥିବା ଜଣେ ଯୁବତୀ ଥାନାରେ ଅଭିଯୋଗ…

କ୍ରୋଧ ଥମିଗଲା କୁସୁମଙ୍କର! ଭୁବନେଶ୍ୱରକୁ ଆସିଲେ, ନବୀନଙ୍କ ନିଷ୍ପତିରେ ହଁ ମାରିଲେ । ପଦ ପାଇ ଖୁସିରେ ଫେରିଲେ ।

କନକ ବ୍ୟୁରୋ : ବିଜେଡିକୁ ଯୋଗେଶ ଆସିଲେ ଏବଂ କୁସୁମ ମଧ୍ୟ ମାନିଗଲେ । ଆଉ ଏହାକୁ ସମ୍ଭବ କରି ଦେଖାଇଲେ ରାଜନୀତିର ଧୂରନ୍ଧର ନବୀନ ପଟ୍ଟନାୟକ । ବିଜେଡିରେ ଯୋଗେଶ ଯୋଗଦାନକୁ ନେଇ ସୁନ୍ଦରଗଡ ବିଜେଡିରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଳର ସୁପ୍ରିମୋ…

ପୁଲିସକର୍ମୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୬ ଦିନ ଏବଂ ଦୈନିକ ମାତ୍ର ୮ ଘଂଟା ଲାଗିବ ଡ୍ୟୁଟି

ଝାଡଖଣ୍ଡ ସୁରକ୍ଷାକର୍ମୀ ତଥା ପୁଲିସକର୍ମୀମାନେ ଏଣିକି ସପ୍ତାହରେ ୬ଦିନ ଏବଂ ୨୪ ଘଂଟା ପରିବର୍ତ୍ତେ ମାତ୍ର ୮ ଘଂଟା କାମ କରିବେ । ଡିଜିପି ଡିକେ ପାଣ୍ଡେ ଏସମ୍ବନ୍ଧିତ ଏକ ନିର୍ଦ୍ଦେଶାନାମା ମଧ୍ୟ ଜିଲ୍ଲାର ସମସ୍ତ ପୁଲିସ୍ କାର୍ଯ୍ୟାଳୟକୁ ଜାରି କରିଦିଆଯାଇଛିା ଡିଜିପିଙ୍କର ଏହି ନିର୍ଦ୍ଦେଶକୁ…

ରୋଡପତିରୁ କେମିତି ହେଲେ କୋଟିପତି ? ବିଜେପି ମୁଖପାତ୍ରଙ୍କ ଟାର୍ଗେଟରେ ରବର୍ଟ ଭଦ୍ରା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, କେନ୍ଦ୍ରରେ ବିଜେପି ସରକାର ଏବଂ କଂଗ୍ରେସ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ସେତିକି ବଢି ବଢି ଚାଲିଛି । ଆଉ ଏହି କ୍ରମରେ ଏବେ ରବର୍ଟ ଭଦ୍ରାଙ୍କୁ ନିଶାନା କରିଛି ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବୁଧବାର ଏକ…

ଶସ୍ତା ଚାର୍ଜର ନେଲା ଜୀବନ ! ଚାର୍ଜିଂ ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ପଡିଲା ମହଙ୍ଗା ।

ଚାର୍ଜିଂ ସମୟରେ ମୋବାଇଲ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇଥାଏ । ତେବେ ଅନେକ ମୋବାଇଲ ଫୋନ ବ୍ୟବହାରକାରୀମାନେ ମୋବାଇଲକୁ ଚାର୍ଜିଂରେ ରଖି ଗୀତ ଶୁଣିଥାନ୍ତି କିମ୍ବା କଥା ହୋଇଥାନ୍ତି । ତେବେ ଏପରି କରିବା କେତେ ଭୟାନକ ହୋଇପାରେ, ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଚାର୍ଜିଂ ସମୟରେ…

ବିନା ସୂଚନାରେ ହଠାତ୍ ବନ୍ଦ ହୋଇଗଲା ମଣ୍ଡି । ଶୀତ କାକରରେ ଧାନ ବସ୍ତା ରଖି ଟୋକନ୍ ଅପେକ୍ଷାରେ ଚାଷୀ

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିଛି ପ୍ରଶାସନ । ହେଲେ ଏବେ ବି ମଣ୍ଡିରେ ଖୋଲା ଆକାଶ ତଳେ ଶହଶହ ଧାନ ବସ୍ତା ଗଦା ହୋଇରହିଛି । ହଠାତ୍ ମଣ୍ଡି ବନ୍ଦ ହୋଇଯିବା ପରେ ଟୋକନ ପାଇଁ ଶୀତ କାକରରେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଜଗି ବସିଛନ୍ତି,…