Daily Archives

January 29, 2019

ପୁଲିସ ହାତରେ ଧରାପଡିଲା ସିରିଅଲ କିଲର, ଗଙ୍ଗାରେ ବୁଡ ପକାଇ ପାପ ଧୋଇବା ପାଇଁ ପହଂଚିଥିଲା କୁମ୍ଭ ମେଳା

ପ୍ରୟାଗରାଜରେ କୁମ୍ଭ ମେଳା ଚାଲୁଛି । ଯେଉଁଠି ସାରା ଦୁନିଆର ଲୋକ ଗଙ୍ଗାରେ ବୁଡ ପକାଇ ପାପ ଧୋଇବାକୁ ପହଂଚୁଛନ୍ତି । କିନ୍ତୁ ପ୍ରୟାଗରାଜରେ ଏମିତି ଜଣେ ବ୍ୟକ୍ତି ପାପ ଧୋଇବା ପାଇଁ ପହଂଚିଲେ, ଯାହାକୁ ପୁଲିସ ଖୋଜୁଥିଲା । କଲୁଆ ପଟେଲ ଓରଫ ସାଇ ବାବା ନାମକ ସିରିଅଲ କିଲର କୁମ୍ଭ ମେଳାରେ ପାପ…

ବିଧାୟକଙ୍କ ନିର୍ଦଳୀୟ ପଦଯାତ୍ରା ! କାହାପାଇଁ ଥିଲା ଶକ୍ତି ପ୍ରଦର୍ଶନ ? ଚର୍ଚ୍ଚାରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା…

କନକ ବ୍ୟୁରୋ: ଚର୍ଚ୍ଚାରେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ‘ଆସନ୍ତୁ ଚାଲିବା’ ପଦଯାତ୍ରା କାର୍ଯ୍ୟକ୍ରମ । ଦଳୀୟ ଚିହ୍ନ, ପତାକା କି ପୋଷ୍ଟର ବିନା ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଚର୍ଚ୍ଚାକୁ ଆସିଛନ୍ତି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । କାରଣ ପ୍ରକାଶ…

ଏମ.ଜେ ଆକବରଙ୍କ ମାନହାନି ମାମଲାରେ ପ୍ରିୟା ରମାନୀଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କଲା କୋର୍ଟ, ୨୫ ଫେବୃୟାରୀ ହେବ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍ ଜେ ଆକବର ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟରେ ଆଗତ କରିଥିବା ମାନହାନି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରିଛନ୍ତି କୋର୍ଟ । ଏଥିସହ ଆସନ୍ତା ଫେବ୍ରୁଆରି ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ…

ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ ନିଲାମ ମାମଲା: ବକେୟା ଟଙ୍କା ଦେବାକୁ ନିଲାମଧାରୀଙ୍କୁ ନୋଟିସ କଲା ମନ୍ଦିର…

କନକ ବ୍ୟୁରୋ: ଶାରଳା ମନ୍ଦିର ଭିତରେ ଭୋଗ ଓ ଦୀପ ଦୋକାନ ନିଲାମ ବିବାଦ ଦିନକୁ ଦିନ ଜଟିଳ ହେଉଛି । ମାଆଙ୍କ ପୀଠରେ ଦୋକାନ ପାଇଁ ଟେଣ୍ଡର ନେଇଥିବା ଦୋକାନୀ ନିର୍ଧାରିତ ସମୟରେ ଦେୟ ପୈଠ କରିନଥିବାରୁ ନୋଟିସ କରିଛି ମନ୍ଦିର ପ୍ରଶାସନ । ବକେୟା ପାଉଣା ପୈଠ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ…

‘ପରୀକ୍ଷା ପେ ଚର୍ଚ୍ଚା’ରେ PUBG ଗେମ୍ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜଣେ ମାଆଙ୍କ ପ୍ରଶ୍ନର ଏମିତି ଦେଲେ ଉତ୍ତର

ଦିଲ୍ଲୀ ତାଲକୋଟରା ଷ୍ଟାଡ଼ିୟମରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଓ ଅଭିଭାବକ ମଧ୍ୟ ଭାଗ ନେଇଛନ୍ତି । ଏହି ସମୟରେ ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ…

ଚାଷୀଙ୍କ କୁହୁଡି ଦୁଃଖ: ଘନ କୁହୁଡି ଯୋଗୁଁ ଜଳିଗଲା କାକୁଡି ପତ୍ର, ନଷ୍ଟ ହୋଇଗଲା କୋବି ଫସଲ

କନକ ବ୍ୟୁରୋ: ୧୫ ଦିନ ଧରି ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଘନ କୁହୁଡ଼ି ଯୋଗୁଁ ଖାଲି ଯେ ଜନଜୀବନ ପ୍ରଭାବିତ ହୋଇଛି ତାନୁହେଁ ବରଂ ଚାଷ ଉପରେ କୁହୁଡିର ପ୍ରଭାବ ପଡିଛି । କୁହୁଡ଼ି ଯୋଗୁଁ ରବି ଋତୁରେ ପନିପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପୁରୀ ନିମାପଡ଼ା ବ୍ଲକ ବଳଙ୍ଗା ଅଂଚଳର…