Daily Archives

January 29, 2019

ପ୍ରେମ କରି ଖାଇଲେ ଧୋକ୍କା, ତେଣୁ ସାଜିଗଲେ ‘ବେବଫା ଚା’ ବାଲା’ ! ପ୍ରେମୀ ଯୁଗଳ ଏବଂ ହତାସ୍ ପ୍ରେମୀଙ୍କ ପାଇଁ ଏହି…

ଆପଣ ବେବଫା ସନମ, ବେବଫା ମୋହବତ ଏବଂ ବେବଫା ପ୍ରେମିକଙ୍କ ବିଷୟରେ ତ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ‘ବେବଫା ଚାହା ବାଲା’ ସଂପର୍କରେ । ଲକ୍ଷ୍ନୋରେ ଏଭଳି ଜଣେ ଚାହା ଦୋକାନୀ ଅଛନ୍ତି , ଯିଏ କି ଯୁବପୀଢିଙ୍କ ପାଇଁ ଖାସ୍ ପସନ୍ଦ ପାଲଟିଯାଇଛନ୍ତି । ଯାହାଙ୍କର ନାଁ ବି…

ଗର୍ଜିଲେ ସେନାପତି, ତାତିଲା ଗେରୁଆ କ୍ୟାମ୍ପ! ଶାହା କଲେ ଡାଇରେକ୍ଟ ଆଟାକ୍, ୫ ବର୍ଷ ଦେବେ କି ଓଡିଶାବାସୀ?

କନକ ବ୍ୟୁରୋ : ମୋଦି ଚୁପ ଥିଲେ, ଶାହା ବର୍ଷିଲେ । ସାଲେପୁର ସଭାରେ ଉଭୟ ନବୀନ  ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଜେପି ଶିବିରରେ ଜୋଶ ଭରି ଦେଇଛନ୍ତି ଦଳୀୟ ସେନାପତି ଅମିତ ଶାହା । ବିଜେପି ଚାଣକ୍ୟଙ୍କ ଆଟାକିଙ୍ଗ ଅନ୍ଦାଜ ମଧ୍ୟ ମିଶନ-୧୨୦କୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।…

ମହାପ୍ରାସାଦ ଦର ତାଲିକାକୁ ନେଇ ଛକାପଞ୍ଝା: ସୁଆରମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବିଫଳ

କନକ ବ୍ୟୁରୋ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ଓ ମହାପ୍ରାସାଦ ଦର ତାଲିକାକୁ ନେଇ ଆଜି ସୁଆରମହାସୁଆର ନିଯୋଗ ସହ ପ୍ରଶାସନର ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ସହ ନିଯୋଗର ସହମତି ନଥିବା ଜଣାପଡିଛି । ହେଲେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି…

ମୋଦି ଥିଲେ ଚୁପ୍ ବିଷ ଓଗାଳିଲେ ଶାହା ! ବିଜେପି ଚାଣକ୍ୟଙ୍କ ଉପରେ ପଡ଼ିଲା କି ରାହୁଲଙ୍କ ଇମ୍ପ୍ୟାକ୍ଟ ?

କନକ ବ୍ୟୁରୋ: ରାହୁଲଙ୍କ ଇମ୍ପ୍ୟାକ୍ଟ ଶାହା ହେଲେ ଗରମ । ବିଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ୍ ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ବିରୋଧରେ ମଉନ ପାଲଟି ଯାଇଥିଲେ । ଯାହାର ଫାଇଦା ଉଠାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ଗତ ୨୫ ତାରିଖ ଦିନ ଓଡ଼ିଶା ଗସ୍ତରେ…

ରାଂଚିର ଡା.ଶ୍ୟାମା ପ୍ରସାଦ ମୁଖାର୍ଜି, ରୋଗୀଙ୍କଠାରୁ ନିଅନ୍ତି ମାତ୍ର ୫ ଟଙ୍କା ଫିସ୍ । ମିଳିଲା ପଦ୍ମଶ୍ରୀ ସମ୍ମାନ

ଚଳିତ ବର୍ଷ କେନ୍ଦ୍ର ସରକାର ଏଭଳି ଅନେକ ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯେଉଁମାନେ କି ଜଣେ ଜଣେ ସାଇଲେଂଟ ହିରୋ ସାଜି ନିଜର କର୍ତ୍ତବ୍ୟକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ତେବେ ଏଭଳି ହିଁ ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଝାଡଖଣ୍ଡ ରାଂଚିର…

ଭୋଟ୍ ଦେବାର ୪୮ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାରର ନିର୍ବାଚନୀ, ରାଜନୈତିକ ବିଜ୍ଞାପନ ଉପରେ ରୋକ୍ ଲଗାଯାଉ : ନିର୍ବାଚନ…

ନିର୍ବାଚନ ଆୟୋଗ ସରକାରଙ୍କ ଠାରୁ ଭୋଟ୍ ଦେବାର ୪୮ଘଣ୍ଟା ପୂର୍ବରୁ ଡିଜିଟାଲ ଓ ପ୍ରିଣ୍ଟ ମିଡିଆରେ ନିର୍ବାଚନ ଓ ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି । ଏଥିପାଇଁ ଆୟୋଗ ଆଇନ ମନ୍ତ୍ରାଳୟରୁ ଜନ ପ୍ରତିନିଧିତ୍ୱ ଆଇନର ଧାରା ୧୨୬ରେ ସଂଶୋଧନର ଦାବି କରିଛି । ଏହା…