Daily Archives

January 21, 2019

ସମ୍ବଲପୁର ମେଡିକାଲରେ ରୋଗୀଙ୍କୁ ଅଜଣା ଯୁବତୀ ଇଞ୍ଜେକସନ ଦେବା ଘଟଣା ! ଡ୍ୟୁଟିରେ ଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସମ୍ବଲପୁର ସଦର ମେଡିକାଲ । ଛୁଆ ଚୋରି ଘଟଣା ଚର୍ଚ୍ଚାରେ ଥିବା ଡାକ୍ତରଖାନାରେ ରୋଗୀଙ୍କୁ ଇଂଜେକ୍ସନ ଦେଲେ ଅଜଣା ଯୁବତୀ । ଜଣେ ଅଜଣା ଯୁବତୀ ପୁରୁଷ ମେଡିସିନ୍ ୱର୍ଡକୁ ଯାଇ ରୋଗୀଙ୍କୁ ଇଞ୍ଜେକ୍ସନ୍ ଓ ସାଲାଇନ ଦେବା ଘଟଣ ସମ୍ନାକୁ ଆସିବା ପରେ…

ସାମୁଖ୍ୟର ମିଳିତ ଶତ୍ରୁ – ବିଜେଡି । ଯୋଦ୍ଧା – ୨ ଯୋଡିହେଲେ, ଅନ୍ୟକୁ ଅପେକ୍ଷା । ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟର ଗତି…

କନକ ବ୍ୟୁରୋ : ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ସାମୁଖ୍ୟ ମୁଣ୍ଡ ଟେକିଛି । ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଓ ସମତାକ୍ରାନ୍ତି ଦଳ ମିଳିତ ଭାବେ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର…

ସନ୍ଦେହର ସଇତାନୀ ରୂପ ! ପରକୀୟା ପ୍ରୀତି ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ 

କନକ ବ୍ୟୁରୋ : ସନ୍ଦେହର ସଇତାନୀ ରୂପ ।  ପରକୀୟା ପ୍ରୀତି ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଉଦୟପୁର ଗାଁରେ । ସ୍ୱାମୀ ସଦାଶିବ ହରିଜନ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶାଳପତ୍ର ଶ୍ରମିକ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । ପୂର୍ବରୁ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଏହାକୁ ଛାଡ଼ କରିଛନ୍ତି ରାଜ୍ୟ ସରକାର । ପୂର୍ବସୂଚନା ମୁତାବକ ବନଜାତ ଦ୍ରବ୍ୟ ଉପରେ…

ଆରଟିଆଇ ତଥ୍ୟରୁ ଖୋଲିଲା ମୋଦି ସରକାରଙ୍କ ପୋଲ୍ ! ଚାକିରି ଦେବାରେ ବିଫଳ ଭାରତୀୟ ରେଳବାଇ

ନିଯୁକ୍ତି ମୁଦ୍ଦାକୁ ନେଇ ମୋଦି ସରକାର ସବୁବେଳେ ଟାର୍ଗେଟରେ ରହୁଛନ୍ତି । ମୋଦି ସରକାର ଶାସନକୁ ଆସିବା ପରେ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ ବୋଲି ଦୃଢ଼ୋକ୍ତି କରିଥିଲେ କିନ୍ତୁ ଏବେ ସେଭଳି କିଛି ଦେଖିବା ପାଇଁ ମିଳୁନି । ପ୍ରତିବର୍ଷ ୨ କୋଟି ଚାକରି ଦେବାର ପ୍ରତିଶ୍ରୁତି ଦେଇଥିବା ମୋଦି…

ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା ! ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି ।

କନକ ବ୍ୟୁରୋ: ହାଇକୋର୍ଟରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା । ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆମିକସ୍ କ୍ୟୁରି ଏନ.କେ ମହାନ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଶ୍ରୀମନ୍ଦିର ମରାମତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ୮ଟି ପାରିପାଶ୍ୱିର୍କ ମନ୍ଦିରରେ…