Daily Archives

January 20, 2019

ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରର କିଛି ଅଭୁଲା ସ୍ମୃ୍ତି ! ଫଟୋରେ ଫଟୋରେ ଦେଖନ୍ତୁ ସାହସୀ ବାହାଦୁରଙ୍କ ବିଜୟ ଗାଥାର…

ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଗତ ଦିନର ଅଭୁଲା ସ୍ମୃତିକୁ ଉଜାଗର କରୁଥିବା କିଛି ଫଟୋ । ଯାହାକୁ ଦେଖି ଗର୍ବରେ ଆପଣ କହିଉଠିବେ ମୁଁ ଭାରତୀୟ ଏବଂ ଆଖିରୁ ବାହାରି ଆସିବ ଆତ୍ମସ୍ଫୃହାର ଖୁସି । ୧ . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀ ଅମର ଯବାନ ଜ୍ୟୋତି…

ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟତାବାଦୀ : ଓଡିଆ କବିଙ୍କ ଦ୍ୱାରା ରଚିତ ଲୋକଙ୍କୁ ଜାଗ୍ରତ କରିଥିବା କିଛି ସଂଗୀତ

ଆମର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ । ଏହା ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା। ଏହି ସ୍ୱାଧୀନତା ସଂଗ୍ରାମ ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୌର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ ସମଗ୍ର ଭାରତ…

ପ୍ରୟାଗରାଜ ସାହି ସ୍ନାନରେ ସାମିଲ ହେଲେ ଓଡିଆ ସାଧୁ ସନ୍ଥ । ଆଶୀର୍ବାଦ ନେବାକୁ ଭକ୍ତଙ୍କ ଭିଡ

କନକ ବ୍ୟୁରୋ: ପ୍ରୟାଗରାଜ କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଧୁସନ୍ଥ । ସାଧୁଙ୍କ ବେଶ ଭୂଷା, କଠିନ ସାଧନା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ତେବେ କୁମ୍ଭମେଳାରେ ସାହି ସ୍ନାନ କରିବାକୁ ଓଡିଶାର ବହୁ ସାଧୁସନ୍ଥ ମଧ୍ୟ ଯାଇଛନ୍ତି । ଓଡିଆ ବାବାଙ୍କ ଆଶିର୍ବାଦ ନେବାକୁ ଭକ୍ତଙ୍କ ଭିଡ…

ଏମ୍ସରୁ ଡିସଚାର୍ଜ ହେଲେ ଅମିତ ଶାହା । ସ୍ୱାଇନ ଫ୍ଲୁର ଚିକିତ୍ସା ପରେ ସୁସ୍ଥ ହୋଇଥିବା ବିଜେପି ମିଡିଆ ମୁଖ୍ୟଙ୍କ ସୂଚନା

କନକ ବ୍ୟୁରୋ : ଏମ୍ସରୁ ଫେରିଲେ ଅମିତ ଶାହା । ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ଶାହା ଆଜି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ଗତ ବୁଧବାର ଦିନ ସ୍ୱାଇନ୍ ଫ୍ଲୁର ଚିକିତ୍ସା ପାଇଁ ଅମିତ ଶାହାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ନିଜେ ଅମିତ ଶାହା ସ୍ୱାଇନ ଫ୍ଲୁରେ ପୀଡ଼ିତ ଥିବା ଟ୍ୱିଟ୍…

ଆଦିବାସୀଙ୍କ ପୂଜାରେ କଳା ଧୋତି ପିନ୍ଧି ନାଚିଲେ ନବ ଦାସ । ସୋସିଆଲ ମିଡିଆରେ ଭାଇରାଲ ହେଲା ଡ୍ୟାନ୍ସ ଭିଡିଓ

କନକ ବ୍ୟୁରୋ : ଆଦିବାସୀଙ୍କ ଜଙ୍ଗାବଡଦେଓ ପୂଜାରେ ନାଚିଲେ ନବ ଦାସ । କଳା ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତିକ ଧରି ନବଦାସ ନାଚୁ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଝାରସୁଗୁଡାର କୁଲାବିରା…

ବହିଷ୍କାର ପରେ ରାହୁଲଙ୍କୁ ଟାର୍ଗେଟ କଲେ ଶ୍ରୀକାନ୍ତ ଜେନା । ସାମ୍ବାଦିକ ସମ୍ମିଳନୀରେ କହିଲେ, ମେଂଟ ପାଇଁ ନବୀନଙ୍କ…

କନକ ବ୍ୟୁରୋ: ଦଳ ବିରୋଧୀ ଆଚରଣ ପାଇଁ କଂଗ୍ରେସରୁ ବିଦା ହେବା ପରେ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆଜି ସାମ୍ବାଦିକ ସମ୍ମିଳନୀ କରି ସେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ମେଂଟ ପାଇଁ ନବୀନ ପଟ୍ଟନାୟକଙ୍କ ଆଗରେ ମୁଣ୍ଡ…