Daily Archives

January 20, 2019

ASO ପରୀକ୍ଷାରେ ମୁନ୍ନାଭାଈ ଷ୍ଟାଇଲରେ କପି! ସ୍ମାର୍ଟୱାଚ ଜରିଆରେ କପି କରୁଥିଲେ ପରୀକ୍ଷାର୍ଥୀ, ବାହାରକୁ ପ୍ରଶ୍ନ…

ଫିଲ୍ମ ଷ୍ଟାଇଲରେ ASO ପରୀକ୍ଷାରେ କପି । ପୂର୍ବରୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ପ୍ରଘଟ, ଖାତା ଜାଲିଆତି ଆଦି ବିଭିନ୍ନ ଜରିଆରେ ଠକାମି କରି ପରୀକ୍ଷା ଦେଇ ଆସୁଥିବା ବେଳେ ଏବେ ପରୀକ୍ଷାର୍ଥୀ ମାନେ ଏକଦମ ନିଆରା ଢଙ୍ଗରେ ଉନ୍ନତ କୌଶଳ ଜରିଆରେ କପି କରୁଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି ।…

ନାଟକର ନାଁ କର୍ଣ୍ଣାଟକ! ସରକାର ଭାଙ୍ଗିବାକୁ ବିଜେପିର ଉଦ୍ୟମ, କଂଗ୍ରେସର ୪ ବିଧାୟକଙ୍କୁ ଉସୁକାଉଛି ବିଜେପି ।

କନକ ବ୍ୟୁରୋ: ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କର୍ଣ୍ଣାଟକ ସରକାର୪୩ଜଣ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତ ମିଳାଇଥିବା ଚର୍ଚ୍ଚା ଜୋରଧରିଛି । କର୍ଣ୍ଣାଟକ କଂଗ୍ରେସ  ବିଧାୟକ ରମେଶ ଜରକିହୋଲି ଏବଂ ମହେଶ କୁମାରଟଲ୍ଲୀଙ୍କ ବିରୋଧରେ…

ଓଡିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ : ସ୍ୱାଧୀନତା ସଂଗ୍ରାମରେ ଓଡିଆ ମହିଳାଙ୍କ ଯୋଗଦାନ 

ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହି ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରିଥିଲା । ଏହି ମହାନ ଲୋକମାନେ ନିଜର ତନ-ଧନ-ମନ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ସବୁ କିଛି ଭେଟି ଦେଇ ଦେଇଥିଲେ ।…

ଛୁଟି ଦିନରେ କାମ ପାଇଁ ଡାକି ଫସିଲେ ମାଲିକ । ଏବେ କର୍ମଚାରୀଙ୍କୁ ଦେବାକୁ ପଡିବ ଦେଢ କୋଟି ଟଙ୍କାର ଜରିମାନା

ଏଭଳି ଏକ ଅଜବ ଘଟଣା ଘଟିଛି ଆମେରିକାରେ । ଏଠାରେ ଥିବା ଏକ ହୋଟେଲରେ ବାସନ ସଫା କରୁଥିବା ଜଣେ ମହିଳାଙ୍କୁ ୨୧ ମିଲିୟନ ଡଲାର (୧୫୦ କୋଟି ଟଙ୍କା)ର ଜରିମାନା ଦେବାକୁ ହୋଟେଲ ମାଲିକଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହେଟେଲ ମାଲିକ ମହିଳାଙ୍କୁ ରବିବାର ତଥା ତାଙ୍କର ଛୁଟି ଦିନରେ କାମ…

ବଲାଙ୍ଗିରରେ ଗର୍ଜିଲା ବନ୍ଧୁକ: ବ୍ୟବସାୟୀଙ୍କୁ ଗୁଳିମାଡ କରି ୩ଲକ୍ଷ ୬ ହଜାର ଟଙ୍କା ଝାମ୍ପି ନେଇଗଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ବଲାଙ୍ଗିରରେ ଫୁଟିଲା ଗୁଳି  । ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନା ସ୍ଥିତ ମଦ ଭାଟିର ମ୍ୟାନେଜରକୁ ଗୁଳି ମାରିଲେ ଦୁର୍ବୁତ୍ତ  । ସୂଚନା ଅନୁଯାୟୀ ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ…

ଗୁଗଲ କେମିତି ପାଳନ କରିଛି ଗଣତନ୍ତ୍ର ଦିବସ ? ଫଟୋରେ ଫଟୋରେ ଦେଖନ୍ତୁ ଗୁଗଲର ଡୁଡଲ

ଆମ ଦେଶ ଭାରତର ସ୍ୱାଧୀନତାର ସଂଘର୍ଷ ସାରା ଦେଶରେ ପରିଚିତ । କେବଳ ଭାରତର ଜନତା ଜାନୁୟାରୀ ୨୬ରେ ଗଣତନ୍ତ୍ର ଦିବସ ପାଳନ୍ତିନି ବରଂ ଗୁଗଲ ବି ଡୁଡଲ ମାଧ୍ୟମରେ ଭାରତବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦିଏ । ଦେଖନ୍ତୁ ଫଟୋରେ ଫଟୋରେ ଗୁଗଲ ର ଗଣତନ୍ତ୍ର ଦିବସ ଡୁଡଲ । ବର୍ଷ- ୨୦୧୮…