ଗୁଗଲ କେମିତି ପାଳନ କରିଛି ଗଣତନ୍ତ୍ର ଦିବସ ? ଫଟୋରେ ଫଟୋରେ ଦେଖନ୍ତୁ ଗୁଗଲର ଡୁଡଲ

88

ଆମ ଦେଶ ଭାରତର ସ୍ୱାଧୀନତାର ସଂଘର୍ଷ ସାରା ଦେଶରେ ପରିଚିତ । କେବଳ ଭାରତର ଜନତା ଜାନୁୟାରୀ ୨୬ରେ ଗଣତନ୍ତ୍ର ଦିବସ ପାଳନ୍ତିନି ବରଂ ଗୁଗଲ ବି ଡୁଡଲ ମାଧ୍ୟମରେ ଭାରତବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦିଏ । ଦେଖନ୍ତୁ ଫଟୋରେ ଫଟୋରେ ଗୁଗଲ ର ଗଣତନ୍ତ୍ର ଦିବସ ଡୁଡଲ ।

ବର୍ଷ- ୨୦୧୮

ବର୍ଷ- ୨୦୧୭

ବର୍ଷ- ୨୦୧୬

ବର୍ଷ- ୨୦୧୫