ଅସଲି ବ୍ରାଣ୍ଡ ନକଲି ମସଲା! ନାମିଦାମୀ ମସଲା ଗୁଣ୍ଡରେ ମିଶୁଛି କରତ ଗୁଣ୍ଡ, ଚିକ୍କଣ ବାଲି ଓ କୁଣ୍ଡା
କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀକୁ ଅଧିକ ସୁସ୍ୱାଦୁ ଏବଂ ତରକାରୀରେ ବାସ୍ନା ଆଣିବା ପାଇଁ ସମସ୍ତେ ବଜାରରୁ ନାମିଦାମୀ କଂପାନୀର ମସଲା ଗୁଣ୍ଡ, ହଳଦି ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ ସବୁ ଆଣି ନିସଙ୍କୋଚରେ ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣନ୍ତି-ଏହି ଗୁଣ୍ଡ ମସଲା ଆଦିରେ ହେଉଛି ଅପମିଶ୍ରଣ ।…