Daily Archives

January 20, 2019

ଅସନ୍ତୁଷ୍ଟିଆଙ୍କ ହାତ ଛାଡ଼ିଦେଉଛି ‘ହାତ’ । ବିଦ୍ରୋହୀଙ୍କୁ ଦଳ ବାହାର ରାସ୍ତା ଦେଖାଉଛି କଂଗ୍ରେସ, ସୀମା ଲଙ୍ଘିଲେ…

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପୂର୍ବରୁ କଳଙ୍କହୀନ ନିର୍ବାଚନ ଲଢ଼ିବାକୁ ଚାହୁଁଛି କଂଗ୍ରେସ । ଏକଥା ଆମେ କହୁନୁ ବରଂ ଖଟିରେ ଏବେ ଏଇ ଗୋଟିଏ ଚର୍ଚ୍ଚା । ରାଜ୍ୟ କଂଗ୍ରେସ ଶିବିରଠାରୁ ଆରମ୍ଭ କରି ଗାଁ ଗହଳିର କଂଗ୍ରେସ କର୍ମୀଙ୍କ ମଧ୍ରରେ କମ୍ପନ ସୃଷ୍ଟି ହୋଇଛି । କାରଣ କିଏ ‘ହାତ’କୁ ଛାଡୁଛି…

୭ ଦିନ ହେବ ୨୫୦ ଫୁଟର ଗଭୀର ଗାତରେ ଜୀବନ ସଂର୍ଘଷ କରୁଛି ୨ ବର୍ଷର କୁନି ଶିଶୁ । ପୂରା ବିଶ୍ୱର ଲୋକ ଭଗବାନଙ୍କ ନିକଟରେ…

ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍ ଗର୍ତ୍ତରେ ଫଶି ରହିଛି ୨ ବର୍ଷ ଶିଶୁର ଜୀବନ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଛନ୍ତି ।…

ଅସ୍ତରଙ୍ଗରେ ବଡ ଅଘଟଣ! କାଳ ହେଲା ପିକନିକ, ସମୁଦ୍ରରେ ବୁଡି ପ୍ରାଣ ହରାଇଲେ ୩ ଇଞ୍ଜିନୟରିଂ ଛାତ୍ର

କନକ ବ୍ୟୁରୋ : ଅସ୍ତରଙ୍ଗରେ ଅଘଟଣ  । ପିକିନିକି କରିବାକୁ ଯାଇଥିବା ବେଳେ ସମୁୁଦ୍ରରେ ବୁଡ଼ି ୩ ଇଂଜିନିୟରିଂ ଛାତ୍ରଙ୍କ ମୃତ ହୋଇଥିବା ବେଳେ ୩ ଜଣଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଛନ୍ତି  ସ୍ଥାନୀୟ ଲୋକେ । ପୀରଜାହାନିଆଁକୁ ପିକନିକ୍ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଛି  । ପିକନିକ୍…

କୁମ୍ଭମେଳାରେ ବନ୍ଧୁକ ବାବା! ହାତରେ ଜପାମାଳା ବଦଳରେ ବନ୍ଧୁକ ଧରି ନଜର ଆସୁଛନ୍ତି ଅନେକ ବାବା, ଦେଖିବାକୁ ଭକ୍ତ…

ବିଶ୍ୱର ସବୁଠୁ ବଡ ମେଳା କୁମ୍ଭମେଳାରେ ଏବେ ହଜାର ହଜାର ବାବା ଓ ଭକ୍ତ ଏକାଠି ହୋଇଛନ୍ତି । ଏହି ମେଳାରେ ଭିନ୍ନ ଭିନ୍ନ ଷ୍ଟାଇଲରେ ପ୍ରତ୍ୟେକ ବାବାଙ୍କୁ ଦେଖିବାକୁ ମିଳୁଛି ।  ଭାରତ ସମେତ ପୂରା ବିଶ୍ୱରୁ କୁମ୍ଭମେଳାକୁ ଛୁଟି ଆସିଥିବା ଏହି ବାବାଙ୍କ ମଧ୍ୟର ଅନେକଙ୍କୁ ଦେଖିବାକୁ ଭକ୍ତ ମାନେ…

ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ! ଆସନ୍ତା ୨୩ରେ ନାପିୟରରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ ।

କନକ ବ୍ୟୁରୋ: କଙ୍ଗାରୁ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ପାଇଁ ଭାରତୀୟ କ୍ରୀକେଟ ଟିମର ଲକ୍ଷ୍ୟ । ଆସନ୍ତା ଜାନୁୟାରୀ ୨୩ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୩ରେ ନାପିୟରରେ ଖେଳାଯିବ। ତେବେ ଏହି ଦିନିକିଆ ସିରିଜ…

ଶ୍ରୀକାନ୍ତଙ୍କ ବହିଷ୍କାର ସମୀରଙ୍କୁ ବାଧିଲା ! ପଟ୍ଟନାୟକ ପରିବାରକୁ କଲେ ସମାଲୋଚନା, ଜବାବ ରଖିଲେ ସାଂସଦ ସୌମ୍ୟରଞ୍ଜନ…

କନକ ବ୍ୟୁରୋ: କଂଗ୍ରେସରୁ ଶ୍ରୀକାନ୍ତ ଜେନାଙ୍କ ବହିଷ୍କାର ପରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଅଭିଯୋଗର ଜବାବ ରଖିଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ କହିଛନ୍ତି ଯେ, “ଇତିହାସକୁ ରାଜନେତା ମାନେ ଅତି ଶୀଘ୍ର ଭୁଲିଗଲେ ଚଳିବ ନାହିଁ, ମୁଁ ଯେତେବେଳେ ବିଜେପିରେ…