Daily Archives

November 30, 2018

ପାରାଦୀପରେ ପୁଣି ଫୁଟିଲା ଗୁଳି । ଯୁବକଙ୍କୁ ଗୁଳି କରି ୭ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ପାରାଦୀପରେ ପୁଣି ଫୁଟିଲା ଗୁଳି । ଗୁଳିକରି ସାତଲକ୍ଷ ଲୁଟ କରି ଫେରାରର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତଙ୍କ ଗୁଳିରେ ଆହତ ହୋଇଥିବା ଯୁବକ ଜଣକଙ୍କୁ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ମୁତାବକ, ପାରାଦୀପ ଥାନା ଅନ୍ତର୍ଗତ…

ଭୁବନେଶ୍ୱରର ଗୌସିଆ ମସଜିଦରେ ନମାଜ ପଢିଲେ ପାକ୍ ଖେଳାଳି । କୋଚ୍ କହିଲେ, ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍…

କନକ ବ୍ୟୁରୋ : ଭୁବନେଶ୍ୱର ମସଜିଦରେ ପାକିସ୍ତାନ ଖେଳାଳି । ହକି ବିଶ୍ୱକପରେ ଭାଗ ନେଇଥିବା ପାକିସ୍ତାନ ଖେଳାଳି ଆଜି ଭୁବନେଶ୍ୱରର ଗୌସିଆ ମସଜିଦରେ ନମାଜ ପାଠ କରିଛନ୍ତି । ପାକିସ୍ତାନ ଖେଳାଳି ନମାଜ ପାଠ କରିବାକୁ ଆସିଥିବା ଜାଣିବା ପରେ ଘଟଣାସ୍ଥଳରେ ଭିଡ ଜମାଇଥିଲେ ହକିପ୍ରେମୀ । ଆଜି…

୧୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍ । ତଳେ ପଡିଲା, ଚୁରମାର ହେଲା 

କନକ ବ୍ୟୁରୋ : ଆର. ଉଦୟଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଆର. ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଶୁକ୍ରବାର ଅପରାହ୍ନରେ ୧୦ଚକିଆ ଟ୍ରକ୍ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ…

ଆପଣଙ୍କ ଘରେ କେହି ବରିଷ୍ଠ ନାଗରିକ ଅଛନ୍ତି କି? ତେବେ ତୁରନ୍ତ ଭରନ୍ତୁ ଏହି ଫର୍ମ । ପ୍ରତି ମାସ ୧୦ ହଜାର ଟଙ୍କା…

ଯଦି ଆପଣଙ୍କ ଘରେ କେହି ବରିଷ୍ଠ ଲୋକ ରହିଛନ୍ତି, ଯାହାଙ୍କ ବୟସ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ ରହିଛି । ତେବେ ସେ ଏହି ଯୋଜନାର ଲାଭ ଉଠାଇପାରିବେ । ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ନିକଟସ୍ଥ ଏଲଆଇସି ଅଫିସକୁ ଯାଇ ସେଠାରେ Pradhan Mantri Vaya Vandana Yojnaର ଏକ ଫର୍ମ ଭରି ପାରିବେ…

ଫୋନରେ ଭାଇରସ୍ ଥିବା ନାଁରେ ଲୋକଙ୍କୁ ଠକୁଛି କମ୍ପାନୀ ! ଆପଣ ମଧ୍ୟ ଏହି ନମ୍ବରରେ କଲ୍ କରିନାହାନ୍ତି ତ ?

ଯଦି ଆପଣଙ୍କ ସ୍ମାର୍ଟଫୋନରେ ଲଗାତାର ଏଭଳି ମେସେଜ୍ ଆସୁଛି ଯେଉଁଥିରେ କୁହାଯାଉଛି ଯେ ଆପଣଙ୍କ ଫୋନକୁ ଭାଇରସ୍ ଆଟାକ୍ କରିଛି । ତେବେ ଏହାକୁ ସାଧାରଣ ଭାବି ଗ୍ରହଣ କରନ୍ତୁ ନାହିଁ । ହୋଇପାରେ ଏହା କୌଣସି ଠକେଇର ପ୍ରଥମ ସ୍ତର । ଅବାନ୍ତର ପରି ଲାଗୁଥିଲେ ବି କଥାଟି ସତ ଗୋଟିଏ ଇଣ୍ଡଷ୍ଟ୍ରି…

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କି ଡାକ୍ତରୀ ସହାୟତା, ନିଜ ହେଲିକପ୍ଟରରେ…

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବି.ଡି ମିଶ୍ରା ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ହେଲିକପ୍ଟର ଜରିଆରେ ତୱାଙ୍ଗରୁ ଇଟାନଗର ଯାଏଁ ନେଇ ଆସିଥିଲେ, ଯାହାଦ୍ୱାରା ତାଙ୍କୁ ଉଚିତ ସମୟରେ ଡାକ୍ତରୀ ଚିକିତ୍ସା  ମିଳିପାରିଥିଲା ଏବଂ ସେ ଏକ ଉତମ ଶିଶୁକୁ ଜନ୍ମ ଦେଇଥିଲେ ।…